Only for Entertainment

ପୂର୍ବରୁ ଦେଖିନଥିବେ ଏପରି ଲେହେଙ୍ଗା, ଭିଡିଓ ହେଉଛି ଭାଇରାଲ

Latestly
0 100

ଏବେ ବିବାହର ଋତୁ ଚାଲିଛି । ନିଜ ୱେଡିଂକୁ ସ୍ମରଣୀୟ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ନବବଧୂଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ ନବବଧୂଙ୍କ ଲେହେଙ୍ଗା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପରି ଲେହେଙ୍ଗା ଯାହା ଆପଣ ଆଗରୁ କେବେ ଦେଖିନଥିବେ । ଲେହେଙ୍ଗାରେ ଲଗାଯାଇଛି ଛୋଟ ଛୋଟ ଲାଇଟ । କେବଳ ଲେହେଙ୍ଗା ନୁହେଁ ଯୁବତୀଙ୍କ ଗହଣାରେ ମଧ୍ୟ ଏଲଇଡି ଲାଇଟ ଲଗାଯାଇଛି । ଲେକେ ଏହି ଲେହେଙ୍ଗାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଦେଖନ୍ତୁ ଭିଡିଓ…

ତେବେ ଏହା କେଉଁଠାର ତାହା ବିଷୟରେ ବିଶେଷ ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More