Only for Entertainment

ନୁସରତ ଜହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କର ଦୂର୍ଗା ପୂଜା ପୂର୍ବରୁ ଡ୍ୟାନ୍ସ ଭିଡ଼ିଓ ଭାଇରାଲ

hindirush
46

ଯେତେବେଳେ କଥା ଦେଶ ସାରା ଦୂର୍ଗା ପୂଜାର ହୁଏ କୋଲକାତା କଥା ଆଲୋଚନା ନକଲେ କଥା ଅଧା ରହିଯାଏ । ଦେଶସାରା ତ ଏଭଳି ଅନେକ ପର୍ବ ପାଳନ ହୁଏ କିନ୍ତୁ ମା ଦୂର୍ଗାଙ୍କ ପୂଜାର ଏକ ଖାସ ମହତ୍ତ୍ୱ ରହିଛି । ପଶ୍ଚିମ ବଙ୍ଗରେ ଏହି ପୂଜା ଖୁବ ପ୍ରସିଦ୍ଧ । ଏହା ଦ୍ୱାରା ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୂଜା ମଣ୍ଡପ ହୋଇଥାଏ । ତେବେ ଦୂର୍ଗା ପୂଜା ଆଉ ଅଳ୍ପ ଦିନ ବାକି ରହିଲା, କିନ୍ତୁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଗଲାଣି । ଏଥିରେ କେବଳ ସାଧାରଣ ଲୋକ ନୁହଁ ନୁହଁନ୍ତି ବରଂ ସେଲିବ୍ରେଟୀ ମାନେ ମଧ୍ୟ ସାମିଲ ଅଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ।

ନବ ନିର୍ବାଚିତ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ଏବଂ ମିମି ଚକ୍ରବର୍ତ୍ତୀ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ଦେଖିବାକୁ ମିଳିଛି । ସାଂସଦଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ନୁସରତ ଏବଂ ମକ୍ଟମକ୍ଟ ଡ୍ୟାନ୍ସ କରୁଥିବାର ନଜର ଆସିଛି । କହିରଖୁଛୁ ଫେସବୁକରେ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More