Only for Entertainment

ସଲମାନଙ୍କ ଜୀବନର ଏହି ଅନ୍ତରଙ୍ଗ ବନ୍ଧୁଙ୍କ ବିଷୟରେ ଆପଣ କେବେ ମଧ୍ୟ ଜାଣିନଥିବେ । ଦେଖିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ ।

gqindia.com
0 45

ସଲମାନଙ୍କ ରେସ ଥ୍ରି କିଛି ଦିନ ପରେ ରିଲିଜ ହେବାକୁ ଯାଉଛି । ଏହାର ଦୁଇଟି ଗୀତ ମଧ୍ୟ ରିଲିଜ ହୋଇସାରିଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ନିକଟରେ ସଲମାନ ଖାନ ଏକ ଟ୍ୱିଟ କରିଛନ୍ତି । ଟ୍ୱିଟ କରିଥିବା ସମୟରେ ସେ ଲେଖିଛନ୍ତି ‘ଓଏମଜି ମେରା ପ୍ୟାର ସେଲଫିସ ଗାନା ଦେଖ ରାହା ହୈ’ । ଏହା ସହିତ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ସଲମାନଙ୍କ ଡଗ ସେଲଫିସ ଗୀତ ଦେଖୁଥିବାର ନଜର ଆସିଛି ।

 

ଫିଲ୍ମର ଗୀତ ଏଥିପାଇଁ ଖାସ କାରଣ ସଲମାନ ନିଜେ ଏହି ଗୀତ ଲେଖିଛନ୍ତି । ଏହି ଗୀତକୁ ସଲମାନଙ୍କ ନିକଟତମ ବନ୍ଧୁ ଲୁଲିଆ ବନ୍ତୁର ଏବଂ ଆତିଫ ଅସଲମ ଗାଇଛନ୍ତି । ଲୁଲିଆ ଏହା ପୂର୍ବରୁ ମଧ୍ୟ କିଛି ଗୀତ ଗାଇ ସାରିଛନ୍ତି । କିନ୍ତୁ ବଲିଉଡ ଫିଲ୍ମରେ ଲୁଲିଆଙ୍କର ଏହା ପ୍ରଥମ ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More