Only for Entertainment

ଟିଭି ଶୋ’ରେ ଲଭରାତ୍ରୀର ପ୍ରମୋଶନ,ଭିଣୋଇ ଆୟୁଷଙ୍କ ସହିତ ସଲମାନ ଖୋଲିଲେ ଗରୱା ।

aajtak
0 45

ସଲମାନଙ୍କ ଭିଣୋଇ ଆୟୁଷଙ୍କ ଡେବ୍ୟୁ ଫିଲ୍ମ ଲଭରାତ୍ରୀର ଟ୍ରେଲର ରିଲିଜ ହୋଇସାରିଛି । ଏହାକୁ ୫ ଅକ୍ଟୋବରକୁ ରିଲିଜ କରାଯାଇଛି । ଫିଲ୍ମର ଷ୍ଟାରକାଷ୍ଟ ଫିଲ୍ମର ପ୍ରମୋଶନ ଆରମ୍ଭ କରି ସାରିଛନ୍ତି । ନିକଟରେ ଏହି ଫିଲ୍ମର ଟିମ ସଲମାନଙ୍କ ଦଶ କା ଦମ ଶୋ କୁ ଫିଲ୍ମର ପ୍ରମୋଶନ ପାଇଁ ଯାଇଥିଲେ । ଏହି ମଧ୍ୟରେ ସେମାନେ ଗରୱା ସେଲିବ୍ରେଟ ମଧ୍ୟ କରିଛନ୍ତି ।

SALMAN

ଫିଲ୍ମ ଗୁଜୁରାଟର ପୃଷ୍ଠଭୂମିରେ ଆଧାରିତ । ଏଥିରେ ଏକ ଗରୱା ଗୀତ ମଧ୍ୟ ରହିଛି । ଏହା ମ୍ୟୁଜିକ ଲଭର୍ସଙ୍କୁ ଖୁବ ପସନ୍ଦ ଆସିପାରେ ।

 

ସଲମାନ ଏବଂ ତାଙ୍କ ଭିଣୋଇଙ୍କ କେମେଷ୍ଟ୍ରିକୁ ଦେଖିବା ଖୁବ ମଜାଦାର ହେବ ।

ଏହି ଫିଲ୍ମକୁ ସଲମାନ ଖାନ ପ୍ରଡ୍ୟୁସ କରୁଛନ୍ତି । ଅଭିରାଜ ମୀନାୱାଲା ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଆୟୁଷଙ୍କ ଅପୋଜିଟରେ ବରୀନା ହୁସୈନ ନଜର ଆସିବେ । ସେ ମଧ୍ୟ ଏହି ଫିଲ୍ମରେ ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More