Only for Entertainment

କମ୍ ବୟସର ଯୁବକଙ୍କୁ ବେଶୀ ପସନ୍ଦ କରନ୍ତି ମହିଳା ! ଜାଣନ୍ତୁ କାହିଁକି?

irrismirror
0 68

ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିଜ ବୟସରୁ ବମ୍ ବୟସର ଯୁବକଙ୍କୁ ମହିଳାମାନେ ବେଶୀ ପସନ୍ଦ କରିଥା’ନ୍ତି । ଅବସର ବିନୋଦନ , ପ୍ରେମ ଓ ବନ୍ଧୁତା ସଂପର୍କ ଠାରୁ ଆରମ୍ଭ କରି ବିବାହ ଯାଏ , ସବୁକିଛିରେ ଅଧିକ ପ୍ରାଧ୍ୟାନ୍ୟ ଦେଇଥାନ୍ତି ଏହି କମ୍ ବୟସର ଯୁବକଙ୍କୁ । ମହିଳାଙ୍କର ଏ ମାନସିକତା ଆଜିର ନୁହେଁ , ଏହା ଅନେକ ଦିନରୁ ରହିଆସିଛି । ଅନେକ କାହାଣୀ ଓ ଗଳ୍ପ ଓ ଉପନ୍ୟାସରେ ମଧ୍ୟ ଏମିତି ଚିତ୍ର ଓ ଚରିତ୍ର ଦେଖିବାକୁ ମିଳିଛି ।
କାହିଁକି କମ୍ ବୟସର ଯୁବକ ପସନ୍ଦ ଯୋଗ୍ୟ ?

୪୪୧ -ଏହି ଯୁବକମାନେ ପରିସ୍ଥିତିକୁ ଆୟତ୍ତ କରି ନେଇଥାନ୍ତି । କାହାକୁ କେମିତି ଆୟତ୍ତ କରାଯାଏ , ଏମାନଙ୍କୁ ଜଣାଥାଏ । ମନକୁ ସହଜରେ ବୁଝିପାରନ୍ତି ଏହି କମ୍ ବୟସର ଯୁବକ ।
୨ ମହିଳାଙ୍କ ସମବୟସର ପୁରୁଷଠାରୁ କମ୍ ବୟସର ପୁରୁଷ ଅଧିକ କେୟାରିଂ , ଅଣ୍ଡରଷ୍ଟାଡିଂ ଓ କପ୍ରୋମାଇଜିଂ ଅଟନ୍ତି ।
୩ – କଥା କହିବାର ଶୈ÷ଳୀଠାରୁ ପ୍ରୋମାଳାପରେ ମହିଳାଙ୍କ ଠାରୁ କମ୍ ବୟସର ପୁରୁଷ ଖୁବ୍ ରୋମାଂଟିକ୍ ଥାଆନ୍ତି ।
୪ – ସଂପର୍କ.ସାମର୍ଥ୍ୟ ଓ ସହଯୋଗୀତାରେ ଆଗରେ ରହିଥାନ୍ତି କମ୍ ବୟସର ପୁରୁଷ ବୋଲି ମହିଳାମାନେ ଭାବି ଥାଆନ୍ତି ।

ପୁରୁଷମାନେ ନିଜ ଠାରୁ ୩ /୪ ବର୍ଷ ବଡ ମହିଳାଙ୍କୁ ଅଧିକ ପସନ୍ଦ କରିଥାନ୍ତି ଓ ବିବାହ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି । କାରଣ ପୁରୁଷର ଭାବନା ଥାଏ ଯେ ଏହି ଶ୍ରେଣୀୟ ମହିଳା ଭାବନାତ୍ମକ ଭାବେ ଖୁବ୍ ଦୃଢ ଥାନ୍ତି । ଭାବନାତ୍ମକ ଠାରୁ ଆରମ୍ଭ କରି ଫାଇନାସିଆଲ ଅସୁବିଧା ଓ ବିଭିନ୍ନ ପରିସ୍ଥିତିକୁ ସମ୍ଭାଳିବାର ଦକ୍ଷତା ପୁରୁଷ ଠାରୁ ଟିକେ ଅଧିକ ବୟସର ମହିଳା ପାଖରେ ଥାଏ । ଏମାନଙ୍କର ୱେ ଅଫ୍ ଟକିଙ୍ଗ ମଧ୍ୟ ଇପ୍ରେସିଭ୍ ଥାଏ ।

ଏହାସହ ଦେଖନ୍ତୁ –କେମିତି ଝିଅକୁ ବିବାହ କରିବାକୁ ଚାହାଁନ୍ତି ପୁଅ ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More