Only for Entertainment

ରିଲିଜ ହେଲା ଲଭରାତ୍ରୀର ଟ୍ରେଲର ! ଦେଖନ୍ତୁ ଭିଡିଓ ।

0 44

ବଲିଉଡ ଆକ୍ଟର ଆୟୁଷ ଶର୍ମା ଏବଂ ବରିନା ହୁସେନଙ୍କ ଅପକମିଂ ଫିଲ୍ମ ଲଭରାତ୍ରୀର ଟ୍ରେଲର ରିଲିଜ ହୋଇଛି । ଦୁଇ ଷ୍ଟାରଙ୍କର ଏହା ହେଉଛି ଡେବ୍ୟୁ ଫିଲ୍ମ ।ଏହି ପିଲ୍ମର ନିର୍ମାଣ ସଲମାନଙ୍କ ନିଜ ପ୍ରଡକ୍ସନ ବ୍ୟାନର ତଳେ ହେଉଛି । ଆୟୁଷ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ହଜବ୍ୟାଣ୍ଡ । ଆୟୁଷଙ୍କ ଅପୋଜିଟରେ ବରୀନା ନଜର ଆସିବେ । ଏହା ମଧ୍ୟ ତାଙ୍କର ପ୍ରଥମ ଫିଲ୍ମ ।

ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଭିରାଜ ମୀନାବାଲା । ଏହା ଅଭିରାଜଙ୍କର ମଧ୍ୟ ଡେବ୍ୟୁ ଫିଲ୍ମ । ସୂଚନା ଅନୁସାରେ ଫିଲ୍ମ ୫ ଅକ୍ଟୋବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More