Only for Entertainment

ଛୋଟ ବଜେଟର ଫିଲ୍ମ ଏହିଭଳି ବଦଳାଉଛି ବଲିଉଡର ଗଣିତ ।

aajtak
0 38

ଦିନ ଥିଲା ବଲିଉଡରେ ବଡ଼ ବଜେଟରେ ଫିଲ୍ମ ନିର୍ମାଣ ହେଲେ କୁହାଯାଉଥିଲା ରୋଜଗାର ମଧ୍ୟ ସେହିଭଳି ହେବ । କିନ୍ତୁ ଏବେ ଏହି ଟ୍ରେଣ୍ଡ ପରିବର୍ତ୍ତନ ହୋଇସାରିଛି । ବଳିଦଯାଇଛି ବଲିଉଡର ଗଣିତ । ପ୍ରଥମ ଥର ଏହାକୁ ବଦଳାଇଛନ୍ତି ଧର୍ମା ପ୍ରଡକ୍ସନ ବା କରଣ ଜୋହର । କୁଛ କୁଛ ହୋତା ହୈ,କଭି ଖୁସି କଭି ଗମ,କଭି ଅଲବିଦା ନା କେହନା,କଲ ହୋ ନା ହୋ, ମାଇ ନେମ ଇଜ ଖାନ ଭଳି ଫିଲ୍ମ ତାଭ୍କର ବନ ବଜେଟରେ ଗଣାଯାଉଛି । ଚାଲନ୍ତୁ ଜାଣିବା ଛୋଟ ବଜେଟରେ କରଣ କିପରି ବଲିଉଡରେ ପରିବର୍ତ୍ତନ ଆଣିଲେ ।

ଧର୍ମା ପ୍ରଡକ୍ସନର ଲାଟେଷ୍ଟ ଫିଲ୍ମ ରାଜି ୩୦ କୋଟିରେ ପ୍ରସ୍ତୁତ ହୋଇଛି । ତେବେ ୮ ଦିନରେ ଫିଲ୍ମ ୬୧ କୋଟି ବିଜନେସ କରିସାରିଛି ।

୨୦୧୭ରେ ସିଦ୍ଧାର୍ଥ ମଲଷହାତ୍ରା,ସୋନାକ୍ଷୀ ସିହ୍ନା ଏବଂ ଅକ୍ଷୟ ଖାନ୍ନାଙ୍କୁ ନେଇ ହୋଇଥିବା ଫିଲ୍ମ ଇତଫାକ ୨୯ କୋଟିରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୩୦ କୋଟଇର ବିଜନେଓ କରିଥିଲା ।

୨୦୧୭ରେ ବଦ୍ରିନାଥ କି ଦୁଲହନିଆ ୫୪ କୋଟିରେ ନିର୍ମାଣ ହୋଇଥିଲା ଏବଂ ଭାରତରେ ୧୦୦ କୋଟିରୁ ଅଧିକ ଏବଂ ସାରା ଦୁନିଆରେ ୨୦୦ କୋଟିର ବିଜନେସ କରିଥିଲା ।

୨୦୧୬ରେ ଫିଲ୍ମ ଡିୟର ଜିନ୍ଦେଗୀ ୨୨ କୋଟି ବଜେଟରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୬୮ କୋଟିର ବିଜନେସ କରିଥିଲା ।

୨୦୧୬ରେ କପୁର ଆଣ୍ଡ ସନ୍ସ ୩୫ କୋଟିରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୭୩ କୋଟିର ବିଜନେସ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More