Only for Entertainment

ଖୁବ ଇଟ୍ରେଂଷ୍ଟିଙ୍ଗ ମାଧୁରୀଙ୍କ ’୧୫ ଅଗଷ୍ଟ’ର ଟ୍ରେଲର । ଫ୍ୟାନ୍ସଙ୍କ ସହିତ ଶେୟାର କଲେ ଭିଡ଼ିଓ ।

bollywood tadka
27

ମାଧୁରୀ ଦିକ୍ଷୀତଙ୍କ ମରାଠୀ ଫିଲ୍ମ ‘୧୫ ଅଗଷ୍ଟ’ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ ବଡ଼ପରଦାରେ ନୁହେଁ ବରଂ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ । ଏହି ଫିଲ୍ମରେ ସେ ଏକ ପ୍ରଡ୍ୟୁସର ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମାଧୁରୀ ନିଜେ ଏହାର ଟ୍ରେଲର ଭିଡ଼ିଓ ଶେୟାର କରିଛନ୍ତି । ଏହା ନେଟପ୍ଲିକ୍ସରେ ରିଲିଜ ହେବ ।

ସ୍ୱାଧୀନତା ଦିବସକୁ ନେଇ ହୋଇଥିବା ଏକ କାହାଣୀକୁ ଫିଲ୍ମରେ ଦର୍ଶାଯିବ । ଯେଉଁଥିରେ ୧୫ ଅଗ୍ମୃରେ ପତ୍ତାକା ଉତ୍ତୋଳନ ସମୟରେ ଏକ ଦୁର୍ଘଟଣା ଘଟିବ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ମାଧୁରୀ ଏବେ ଫିଲ୍ମ କଳଙ୍କର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More