Only for Entertainment

ଛାତି ଥରାଇବା ଭଳି ଘଟଣା, ଶିଶୁକୁ ବଂଚାଇବା ପାଇଁ ଯାହା କଲେ ଦେଖିଲେ ଆପଣଙ୍କ ଆଖି ବନ୍ଦ ହୋଇଯିବ!

punjabkesari
22

ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଦୁର୍ଘଟଣା ପରେ ପିଲାଟିକୁ ବଂଚାଇବା ପାଇଁ ଯାହା କଲେ ସେହି ଘଟଣା ଛାତି ଥରାଇ ଦେଇଛି ।

ଭିଡ଼ିଓରେ ଆପଣ ଦେଖି ପାରୁଥିବେଯେ ଏକ ବ୍ରିଜ ଉପରେ ଦୁଇଟି ଗାଡ଼ି ଧକ୍କା ହେବାରୁ କାରଟି ବ୍ରିଜ ତଳକୁ ଖସି ପଡ଼ିଲା ଏବଂ ପାଣିରେ ବୁଡ଼ିଗଲା । ଏହି ସମୟରେ ହଠାତ ଜୀନବ ବଂଚାଇବାକୁ ଚେଷ୍ଟା କରୁଛନ୍ତି ଗାଡ଼ିରେ ବସିଥିବା ଯାତ୍ରୀ । କେହି କିଛି ଭାବିବା ପୂର୍ବରୁ ଗାଡ଼ି ମଧ୍ୟରେ ଥିବା ଶିଶୁଟିକୁ ପଂଚାଇବା ପାଇଁ କାରରୁ ବାହାରି ଜଣେ ବ୍ୟକ୍ତି ପିଲାଟିକୁ ବ୍ରିଜ ଉପରେ ଥିବା ଲୋକଙ୍କୁ ନିକଟକୁ ଫିଙ୍ଗି ଦେଉଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ପିଲାଟି ବ୍ରିଜ କାନ୍ଥରେ ବାଜି ପୁଣି ପାଣିରେ ବୁଡ଼ି ଯାଉଛି । ଏହା ଦେଖି ଆଉ ଉପରେ ଥିବା ଆଉ ଜଣେ ବ୍ୟକ୍ତି ପାଣି ଭିତରକୁ ଡେଇଁ ପଡ଼ୁଛନ୍ତି ଏବଂ ପିଲାଟିକୁ ଉପରକୁ ନେଇ ପୋଛି ଦେଉଛନ୍ତି ଏବଂ ପିଲାଟିକୁ ବଂଚାଇ ଦେଇଛନ୍ତି ।

ଖବର ଅନୁସାରେ ଗାଡ଼ିରେ ଥିବା ୫ ଜଣ ଯାତ୍ରୀ ଯେକୌଣସି ଭାବରେ ସେଠାରୁ ରକ୍ଷା ପାଇଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More