Only for Entertainment

ସାମ୍ନାକୁ ଆସିଲା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅର ବାହାଘର ଭିଡ଼ିଓ । ଦେଖନ୍ତୁ କିଭଳି ଥିଲା ନଜାରା ।

aajtak
0 43

ମିଥୁନଙ୍କ ପୁଅ ମହାକ୍ଷୟ ନିକଟରେ ତାଙ୍କ ଲଙ୍ଗଟାଇମ ଗର୍ଲଫ୍ରେଣ୍ଡ ମଦାଲସାଙ୍କୁ ବାବହ କରିଛନ୍ତି । ପ୍ରଥମେ ବିବାହ ୭ ଜୁଲାଇକୁ ହେବାର ଥିଲା କିନ୍ତୁ ରେପ କେସରେ ଫିସିଥିବାରୁ ବାବାହକୁ ଘୁଂଚା ଯାଇଥିଲା ।

 

 

ମଦାଲସା ଏବଂ ଅକ୍ଷୟଙ୍କ ବିବାହର କେତେକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ଖୁବ ଖୁସିଥିବା ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏବେ ତାଙ୍କ ବିବାହ ଏବଂ ମେହେନ୍ଦୀ ଉତ୍ସବର ଭିଡ଼ିଓ ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More