Only for Entertainment

ମହାଶିବରାତ୍ରୀରେ ଶୁଣନ୍ତୁ ଶିବଙ୍କ ଉପରେ ନିର୍ମିତ ଏହି ସବୁ ବଲିଉଡ ଗୀତ

Amar Ujala
42

ପୂରା ଦେଶରେ ଆଜି ଲୋକେ ଭାବ-ଭକ୍ତିରେ ମହା ଶିବରାତ୍ରୀ ବ୍ରତ ପାଳନ କରୁଛନ୍ତି । ଶ୍ରଦ୍ଧାଳୁ ନିଜ ଘରେ ଏବଂ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଭଗବାନଙ୍କୁ ନିଜ ମନୋଷ୍କାମନ ଜଣାଇଥାନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଭଜନ ସମାହରୋ ମଧ୍ୟ ଆୟୋଜିତ ହୋଇଥାଏ । ଲୋକଙ୍କ ଶ୍ରଦ୍ଧାକୁ ଦେଖି ବଲିଉଡରେ ମଧ୍ୟ ଭଗବାନ ଶିବଙ୍କ ଉପରେ ଅନେକ ଗୀତ ନିର୍ମାଣ କରାଯାଇଛି । ବାହୁବଳୀ ଫିଲ୍ମ ଠାରି ଆରମ୍ଭ କରି ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ କେଦାରନାଥରେ ମଧ୍ୟ ଭଗବାନ ଶିବଙ୍କ ଗୀତ ଦେଖିବାକୁ ମିଳିଛି । ଶିବଙ୍କ ଉପରେ ଆଧାରିତ ଏହି ସବୁ ବଲିଉଡ ଗୀତ ଆପଣଙ୍କ ଦିନକୁ ଆଦୁରି ଆନନ୍ଦ ଏବଂ ଭକ୍ତିରେ ଭରିଦେବ ।

ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ର ଗୀତ ‘ବୋଲୋ ହର ହର ହର…’

ଶଙ୍କର ମହାଦେବନଙ୍କ କଣ୍ଠରେ ‘ଶିବ ତାଣ୍ଡବ ସ୍ତୋତ୍ରମ’

‘ବାହୁବଳୀ: ଦ ବିଗନିଂଙ୍ଗ’ର ଗୀତ ‘କୌନ ହେ ବୋ…’ ଏହାକୁ କୈଳାଶ ଖେର ଏବଂ ମୌନିମା ଗାଇଥିଲେ ।

ସୁଶାନ୍ତ ସିଂ ରାଜପୁତ- ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କେଦାରନାଥ’ର ଗୀତ ‘ନମୋ-ନମୋ…’

ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ତୁହ୍ମାରୀ ହୱାଲେ ୱତନ ସାଥିୟୋଁ’ର ଗୀତ ‘ଶିବଜୀ ସତ୍ୟ ହେ ଶିବ…’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More