Only for Entertainment

ଟିମ ସଦସ୍ୟ ଏବଂ ପରିବାର ସହିତ କେକ କାଟି ଜନ୍ମଦିନ ପାଳନ କଲେ ମହେନ୍ଦ୍ର ସିଂ ଧୋନୀ ।

Latestly
0 43

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଜି ନିଜକ ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଭାରତକୁ ୨୮ ବର୍ଷ ପରେ ଆଇସିସି ବିଶ୍ୱ କପ ଜିତାଇବା ଛଡା ଟି୨୦ ଏବଂ ଟେଷ୍ଟରେ ଭାରତକୁ ଏକ ନମ୍ବର ସ୍ଥାନରେ ପହଁଚାଇଥିବା ଧୋନୀ ଏବେ ଟିମ ମେମ୍ବର ଏବଂ ପରିବାର ସହିତ ଇଂଲଣ୍ଡ ଟୁରରେ ଅଛନ୍ତି ।

ଶୁକ୍ରବାର ଦିନ ଇଂଲଣ୍ଡ ସହିତ ଦ୍ୱିତୀୟ ଟି୨୦ ମ୍ୟାଚ ପରେ ଧୋନୀ ପତ୍ନୀ ସାକ୍ଷୀ ଝିଅ ଜିଭା ଏବଂ ଟିମର ସଦସ୍ୟଙ୍କ ସହିତ କେକ କାଟି ଜନ୍ମଦିନ ପାଳନ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More