Only for Entertainment

ସାଉଥ ଷ୍ଟାର ମହେଶ ବାବୁଙ୍କ ‘ଭାରତ ଆନେ ନେନୁ’ବକ୍ସଅଫିସରେ ମଚାଇଲା ଧୁମ ।

bollywood tadka
0 62

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ‘ଭାରତ ଆନେ ନେନୁ’ ସିନେମା ଘରେ ରିଲିଜ ହୋଇସାରିଛି । ମହେଶଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗି ରହିଛି ।

ମେଗାଷ୍ଟାର ମହେଶ ବାବୁଙ୍କ ରାଜନୈତିକ ନାଟକ ଦେଖି ଦର୍ଶକଙ୍କ ମନରେ ଉତ୍ସାହରେ ଭରି ହୋଇଯାଇଛି । ଏହି ଫିଲତମରେ ମହେଶବାବୁ ମୁଖ୍ୟମନ୍ତ୍ରୀର ଭୁମିକା ତୁଲାଇଛନ୍ତି ।

ମହେଶ ବାବୁଙ୍କ ପ୍ରତି ଫ୍ୟାନ୍ସଙ୍କର ଭଲ ପାଇବା ଦେଖାଇବା ପାଇଁ ଫାଷ୍ଟ ଡେ ଫାଷ୍ଟ ଶୋର ଟିକେଟ କିଣି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ମହେଶ ବାବୁଙ୍କର ଏହି ଫିଲ୍ମ ସାରା ଦୁନିଆର ୪୫ଟି ଦେଶରେ ରିଲିଜ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More