Only for Entertainment

ପିଲାଙ୍କ ପାଇଁ ସକାଳ ଜଳଖିଆରେ ନିହାତି ପ୍ରସ୍ତୁତ କରନ୍ତୁ ଲୋ କ୍ୟାଲୋରୀ ସୁଗାର କୁକିଜ

punjabkesari
45

ବ୍ରେକଫାଷ୍ଟ କରିବା କାହା ପାଇଁ ମଧ୍ୟ ଆବଶ୍ୟକ । କେବଳ ଖାଇବା ନୁହେଁ ବରଂ ହେଲଦି ଖାଦ୍ୟ ଖାଇବା ମଧ୍ୟ ନିହାତି ଜରୁରୀ । ଲୋ କ୍ୟାଲୋରୀ ଫୁଡ ଶରୀର ପାଇଁ ଯଥେଷ୍ଟ ଆବଶ୍ୟକ । ଆସନ୍ତୁ ଶିଖିବା ଏକ ହେଲଦୀ ଲୋ କ୍ୟାଲୋରୀ ରେସିପି ।

ଏକ ପାତ୍ରରେ ୩୦୦ ଗ୍ରାମ ମଇଦା ଓ ୨ ଚାମଚ ବେକିଂ ସୋଢା ପକାନ୍ତୁ । ଅନ୍ୟ ଏକ ପାତ୍ରରେ ୧୦୦ ଗ୍ରାମ ମଖନ ନିଅନ୍ତୁ । ଏହାପରେ ୧୦ ଗ୍ରାମ ଗୁଣ୍ଡ ଚିନି ପକାନ୍ତୁ । ଏବେ ଏଥିରେ ଗୋଟିଏ ଅଣ୍ଡା, ୧ ଚାମଚ ଭାନିଲା ଏସେନ୍ସ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏଥିରେ ରଖିଥିବା ମଇଦା ମିଶ୍ରଣକୁ ପକାଅ । ଏବେ ଏଥିରେ ୨୦୦ ମିଲି କ୍ଷୀର ମିଶାନ୍ତୁ । ଏବେ ଏହାକୁ ୨୦ ମିନିଟ ଫ୍ରିଜରେ ରଖନ୍ତୁ । ଏବେ ଫ୍ରିଜରୁ ବାହାର କରି ଏହାକୁ ଗୋଲ ଗୋଲ କରି ଚେପେଟା କରି ଦିଅନ୍ତୁ । ଏହାକୁ ବେକିଂ ଟ୍ରେରେ ରଖନ୍ତୁ । ଏବେ ଏହାକୁ ଓଭନରେ ୩୫୦ ଡିଗ୍ରୀ ଏଫ/୧୮୦ ଡିଗ୍ରୀ ସିରେ ୨୦ ମିନିଟ ବେକ କରନ୍ତୁ ।

ତେବେ ଏହାକୁ ଘରେ ପ୍ରସ୍ତୁତ କରି କିଭଳି ଲାଗିଲା ଆମକୁ ଆମ କମେଂଟ ବକ୍ସରେ ଜଣାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More