Only for Entertainment

ଏକ୍ସ ହଜବ୍ୟାଣ୍ଡ ସହିତ କରିସ୍ମା ପାଳନ କଲେ ପୁଅର ଜନ୍ମଦିନ ।

bollywood tadka
36

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ମଙ୍ଗଳବାରକୁ ପୁଅ ପୁଅ କିଆନର ଜନ୍ମଦିନ ପାଳନ କରିଛନ୍ତି । ପାର୍ଟି ମୁମ୍ବାଇର ଓର୍ଟସ କ୍ଲବରେ ରଖା ଯାଇଥିଲା । ଖବର ଅନୁସାରେ କିଆନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କ ଭଉଣୀଙ୍କ ଜନ୍ମଦିନ । ତେବେ ଏହି ପାର୍ଟିରେ କେତେକ ଷ୍ଟାର ପହଂଚିଥିଲେ । ନିକଟରେ ତାହାର କିଛି ଫଟୋ ସାମ୍ନାକୁ ଆସିଛି ।

ପାର୍ଟିରେ ମଲାଇକା ଅରୋରା ଏବଂ ଅମୃତା ଅରୋରା ପହଂଚିଥିଲେ ।

କରିସ୍ମାଙ୍କ ବାପା ରଣଧୀର କପୁର ଏବଂ ମା ମଧ୍ୟ ପହଂଚିଥିଲେ ।

 

ସବୁଠାରୁ ଖାସ କଥା ହେଉଛି କରିସ୍ମାଙ୍କ ଏକ୍ସ ପତି ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More