Only for Entertainment

ଭାଲେନଟାଇନ ଡେ’ର ଗୋଟେ ଦିନ ପୂର୍ବରୁ ଅର୍ଜୁନ ଶେୟାର କଲେ ଇନଷ୍ଟାଗ୍ରାମରେ ଫଟୋ, ଫଟୋ ଦେଖି ଫିଦା ହେଲେ ମଲାଇକା !

48

ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଲେ ଲଭବର୍ଡ ଅର୍ଜୁନ କପୁର ଓ ମଲାଇକା ଆରୋରା ଖାନ । ନିକଟରେ ଅର୍ଜୁନ କପୁର ନିଜର ଏକ ଫଟୋ ସହ ଇନଷ୍ଟାଗ୍ରାମରେ ନିଜ ଭାବନା ଶେୟାର କରିଛନ୍ତି । ଯେଉଁଥିରେ ଅର୍ଜୁନ କହିଛନ୍ତି କି ଆସୁଥିବା ଦିନ ଗୁଡିକ ସମ୍ବନ୍ଧରେ ଚିନ୍ତା କରିବା ଛାଡି ଏବେ ସେ ଫୁରସତର ସମୟର ଭରପୂର ମଜା ନେଉଛନ୍ତି । ଯେଉଁଥରେ ମଲାଇକା କମେଂଟ ମଧ୍ୟ ଦେଇଛନ୍ତି ଓ ଅର୍ଜୁନଙ୍କ କଥାରେ ସହମତି ମଧ୍ୟ ପ୍ରକାଶ କରିଛନ୍ତିି ।

ଅର୍ଜୁନ ଓ ମଲାଇକାଙ୍କ ସହ ଇସାରା ଅନ୍ଦାଜର କଥାବାର୍ତ୍ତା ସୋସିଆଲ ମିଡିଆ ଫଲୋର୍ସ ବେଶ ପସନ୍ଦ କରିବା ସହ କ୍ରମଶ ଏହା ଭାଇରାଲ ହେବାରେ ଲାଗିଛି । ବେଶ କିଛି ଦିନ ହେବ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିବା ସହ ବତ୍ତର୍ମାନର ସବୁଠୁ ଚର୍ଚ୍ଚିତ ଯୋଡି ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More