Only for Entertainment

ମଲାଇକା ଅରୋରା ଛଇୟାଁ ଛଇୟାଁ ଗୀତରେ କଲେ ଡ୍ୟାନ୍ସ, ଏହାକୁ ଦେଖିଲେ ଅର୍ଜୁନ କପୁର ମଧ୍ୟ ନାଚିବାକୁ ହୋଇଯିବେ ମଜବୁର !

36

ବଲିଉଡର ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋରା ଗତ କିଛି ଦିନ ହେବ ଅର୍ଜୁନ କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଏହି ଭିଡିଓରେ ନିଜେ ମଲାଇକା ଛଇୟାଁ ଛଇୟାଁ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ନିଜେ ମଲାଇକା ନିଜର ଅଫିସିଆଲ ଅକାଉଂଟରେ ପୋଷ୍ଟ କରିଛନ୍ତି , ଯାହାକୁ ଏବେ ପର୍ଯ୍ୟନ୍ତ ଅନେକ ଲୋକ ଦେଖି ସାରିଲେଣି ।

 

View this post on Instagram

 

Chaiyya-Chaiyya all the way! On India’s Got Talent Tonight at 10:10pm Only on Colors TV @rithvik_d

A post shared by Malaika Arora (@malaikaaroraofficial) on

ଭିଡିଓରେ ମଲାଇକା ଏକ ମଲ୍ଟି କଲର ଗାଉନ ପିନ୍ଧିଛନ୍ତି । ଏହି ଭିଡିଓ କଲର୍ସରେ ଆସୁଥିବା ରିଆଲିଟି ଶୋ’ ଇଣ୍ଡିଆଜ ଗଟ ଟ୍ୟାଲେଂଟର ଅଟେ । ଯେଉଁଥିରେ ମଲାଇକା ରିତ୍ୱିକ ଧନଜାନୀଙ୍କ ସହ ଡ୍ୟାନ୍ସ କରୁଥିବାରେ ନଜର ଆସିଛନ୍ତି । ଏହି ଏପିସୋଡର ପ୍ରସାରଣ ଆଜି ରାତି ୧୦ଟାରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More