Only for Entertainment

ସ୍କିନ ଫିଟ ଡ୍ରେସରେ ମଲାଇକାଙ୍କ ହଟ ଅନ୍ଦାଜ, ଏତେ ଟଙ୍କା ବ୍ୟାଗ ଧରି ବାନ୍ଦ୍ରାରେ ହେଲେ ସ୍ପଟ ।

bollywood tadka
23

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଅଧିକାଂଶ ସମୟରେ ନିଜ ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟରେ ତାଙ୍କୁ ଜିମ ବାହାରେ ସ୍ପଟ କରାଯାଏ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଯାଏ ।

ନିକଟରେ ମଲାଇକା ବାନ୍ଦ୍ରାରେ ସ୍ପଟ ହୋଇଛନ୍ତି । ଏହି ମଧ୍ୟରେ ମଲାଇକା ଜିମ ଆଉଟଫିଟ ପିନ୍ଧି ଖୁବ ହଟ ଅନ୍ଦାଜରେ ନଜର ଆସିଛନ୍ତି ।

ମଲାଇକାଙ୍କ ଏହି ଜିମ ଲୁକ ଏବେ ଭାଇରାଲ ହେଉଛି ।

ଏହି ମଧ୍ୟରେ ୪୫ ବର୍ଷର ମଲାଇକା ସ୍କ୍ରିନ ଫିଟ ଜେଗିଙ୍ଗ ପିନ୍ଧିଥିଲେ । ତେବେ ଖାସ କଥା ହେଉଛି ଡ୍ରେସ ସହିତ ମଲାଇକାଙ୍କ ବ୍ୟାଗ ଖୁବ ଚର୍ଚ୍ଚାରେ ।

ବାସ୍ତବରେ ବ୍ୟାଗଟିର ମୂଲ୍ୟ ହେଉଛି ୧.୫ ଲକ୍ଷ ଟଙ୍କା । ତେବେ ମଲାଇକାଙ୍କ ସ୍ୱାଗ ଲୁକ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More