Only for Entertainment

କିଛି ଏଭଳି ଦେଖାଯାଏ ମଲାଇକା ଅରୋରାଙ୍କ ଘର ।

bollywood tadka
46

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଅଧିକାଂଶ ସମୟରେ ନିଜ ବୋଲ୍ଡ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମଲାଇକାଙ୍କ ଘରର ଇନସାଇଡ ଫଟୋ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଫଟୋରେ ମଲାଇକାଙ୍କ ଦାମୀ ଘର ନଜର ଆସିଛି । ଘରର ଏଂଟ୍ରାନ୍ସ ଠାରୁ ଆରମ୍ଭ କରି ଲିଭିଙ୍ଗରୁମ ପର୍ଯ୍ୟନ୍ତ ଦେଖିବା ଭଳି ହୋଇଛି ।

ମଲାଇକା ତାଙ୍କ ଘରର ପ୍ରତ୍ୟେକ କୋଣରେ ବସି ପୋଜ ଦେଇଛନ୍ତି । କେବଳ ଏକା ନୁହେଁ ନିଜ ପୋଷା କୁକୁର ସହିତ ମଧ୍ୟ ଫଟୋ କ୍ଲିକ କରିଛନ୍ତି ।

ମଲାଇକା ତାଙ୍କ ଘନିଷ୍ଠ ବନ୍ଧୁଙ୍କ ଦ୍ୱାରା ଘରର ଡିଜାଇନ ବଦଳାଇଛନ୍ତି ।

କହିରଖୁଛୁଯେ ୪୦ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ଏବେ ଖୁବ ଫିଟ ଅଛନ୍ତି ଏହି ଛେୟାଁ ଛେୟାଁ ଗର୍ଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More