Only for Entertainment

ବିକିନି ପିନ୍ଧି ପୁଲକୁ ଓହ୍ଲାଇଲେ ୪୫ ବର୍ଷୀୟା ମଲାଇକା ।

bollywood tadka
40

ସବୁବେଳେ ନିଜ ଡ୍ରେସ ଅପକୁ ନେଇ ଚର୍ଚ୍ଚାରେ ରହୁଥିବା ଛେୟାଁ ଛେୟାଁ ଅଭିନେତ୍ରୀ ମଲାଇକା ଅରୋରା ଏବେ ବୋନି କପୁରଙ୍କ ପୁଅ ଅର୍ଜୁନ କପୁରଙ୍କ ସହିତ ଅଫେୟରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ସମୟ ପୂର୍ବରୁ ଦୁଇ ଜଣଙ୍କ ବିବାହ ଖବର ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଚର୍ଚ୍ଚା ହେଉଛି ତାଙ୍କ ଡ୍ରେସ ସେନ୍ସକୁ ନେଇ । ବାସ୍ତବରେ ପୁଲରେ ମଲାଇକା ଖୁବ ବୋଲ୍ଡ ଏବଂ ହଟ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋକୁ ମଲାଇକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

ଫଟୋରେ ମଲାଇକା ଗ୍ରୀନ ରଙ୍ଗର ବିକିନିରେ ନଜର ଆସିଛନ୍ତି । ସେ ସ୍ୱିମିଙ୍ଗ ପୁଲରେ ରିଲାକ୍ସ କରୁଥିବା ସହିତ ଲେଖିଛନ୍ତି ଦିନ ଆରମ୍ଭ କରିବାର ଏକ ଠିକ ଉପାୟ । ମଲାଇକାଙ୍କଏହି ହଟ ଫଟୋ ସୋସିଆଲ ମିଡିଆରେ ଖେଳି ଯାଇଛି ।

କହିରଖୁଛୁଯେ ଅର୍ଜୁନ ଏବଂ ମଲାଇକାଙ୍କ ବିବାହକୁ ଉଡ଼ା ଖବର କହିଛନ୍ତି ବୋନି କପୁର । ତାଙ୍କର ଜଣେ ସଂପର୍କୀୟଙ୍କ କହିବା ଅନୁସାରେ ଯଦି ସେମାନେ ଏଭଳି ନିଷ୍ପତ୍ତି ନେବେ ତେବେ ଆମେ ତାଙ୍କୁ ଖୁସିରେ ସ୍ୱାଗତ କରିବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More