Only for Entertainment

ଟ୍ରାନ୍ସପରେଂଟ ଡ୍ରେସରେ ନଜର ଆସିଲେ ମଲାଇକା ଅରୋରା ।

bollywood tadka
36

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବେ ଅର୍ଜୁନ କପୁରଙ୍କ ସହିତ ରିଲେସନସିପକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖବର ମୁତାବକ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ମଧ୍ୟରେ ମଲାଇକା ତାଙ୍କ ଇଂଷ୍ଟାଗ୍ରାମରେ ଏଭଳି କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ ହଟ ନଜର ଆସିଛନ୍ତି ।

ବାସ୍ତବରେ ଆଜି ରାତିରେ କରଣ ଜୋହର କଫି ୱିଦ କରନର ଶେଷ ଏପିସୋଡ ଘୋଷଣା କରିବେ । ଶେଷ ଏପିସୋଡରେ ମଲାଇକା, କିରଣ ଖେର,ବୀରଦାସ ଏବଂ ମଲ୍ଲିକା ଦୁଆ ନଜର ଆସିବେ ।

ମଲାଇକା ଏହି ସମୟର କିଛି ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ମଲାଇକାଙ୍କ ଏହି ହଟ ଲୁକକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More