Only for Entertainment

ଘରକୁ ଆସିଥିବା ପୁଅର ଗର୍ଲଫ୍ରେଣ୍ଡକୁ ଧମକାନ୍ତିି ମଲାଇକା ।

bollywood tadka
46

ବଲିଉଡ ଅଭିନେତ୍ରୀ ମଲାଇବା ଅରୋରା ନିକଟରେ ଏକ ଇଂଟରଭ୍ୟୁରେ ନିଜ ଜୀବନକୁ ନେଇ କିଛି କଥା କହିଛନ୍ତି । ଏହି ମଧ୍ୟରେ ସେ ତାଙ୍କ ପଅ ଅରହାନକୁ ନେଇ ମଧ୍ୟ କିଛି କଥାର ଖୁଲାସା କରିଛନ୍ତି । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲାଯେ ଆପଣ କ’ଣ ଆପଣଙ୍କ ପୁଅର ଗର୍ଲଫ୍ରେଣ୍ଡକୁ ଧମକାନ୍ତି? ହସି ହସି ମଲାଇକା କହିଲେ ମୋ ଆଖପାଖର ଲୋକ ମଧ୍ୟ ମୋତେ ଏହି କଥା କୁହନ୍ତି । କିନ୍ତୁ ମୁଁ ବହୁତ କୁଲ ମମ । ମୋତେ ଲୋକ କୁହନ୍ତି- ବିଚାରି ଝିଅମାନେ । ଯେତେବେଳେ ର୍ମୁ ଏସବୁ କରେ ନାହିଁ । ଆମେ ସାଙ୍ଗ ହୋଇ ମସ୍ତୀ କରୁ । ସେ ଘରକୁ ଆସେ ।

ମଲାଇକା ଏହା ମଧ୍ୟ କହିଛନ୍ତିଯେ ତାଙ୍କ ପୁଅ ଅରହାନ ମଧ୍ୟ ବହୁତ କୁଲ । ସେ ମୋତେ କେବେ କିଛି ମଧ୍ୟ ପଚାରେନି । ସେ କହେ ମୁଁ ଏଭଳି ପୁଅ ନୁହେଁ ଯିଏ କୌଣସି କାରଣରୁ ଅଜବ ଅନୁଭବ କରିବ । ସେ ଜାଣିଛି ମୁଁ ସେମାନଙ୍କୁ କେତେ ଗୁରୁତ୍ୱ ଦିଏ । ମୁଁ ତାକୁ ନେଇ ଗର୍ବ କରେ । ତା ମନରେ ଯାହା ଥାଏ ସେ କହିଦିଏ ।

କହିରଖୁଛୁଯେ ମଲାଇକା ଅର୍ଜୁନଙ୍କ ସହିତ ସଂପର୍କକୁ ନେଇ ଖୁବ ଚର୍ଚ୍ଚାରେ । ଦୁଇ ଜର ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More