Only for Entertainment

ବ୍ୟାକଲେସ ଗାଉନରେ ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା ।

bollywood tadka
80

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଅଧିକାଂଶ ସମୟରେ ଫଟୋ ଶେୟାର କରି ଚର୍ଚ୍ଚକୁ ଆସନ୍ତି । ବିଗତ ଦିନରେ ହୋଇଥିବା ଲାକମୀ ଫ୍ୟାଶନ ୱିକରେ ହଟନେସରେ ସମସ୍ତଙ୍କୁ ଦିୱାନା କରି ଦେଇଥିଲେ ଅଭିନେତ୍ରୀ । ଏହି ସମୟରେ ମଲାଇକା ଗ୍ରେ ବ୍ୟାକଲେସ କକଟେଲ ଗାଉନ ପିନ୍ଧି ହଟ ଏବଂ ଗ୍ଲାମରସ ଅନ୍ଦାଜରେ ନଜର ଆସିଥିଲେ ।

ମଲାଇକାଙ୍କ ଏହି ଲୁକକୁ କେହି କେହି ପସନ୍ଦ କରିଥିବା ବେଳେ କେହି କେହି ପସନ୍ଦ କରିନଥିଲେ ଏବଂ ମଲାଇକାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ।

ଜଣେ ୟୁଜର ଲେଖିଛନ୍ତି ମାଡାମ ଆପଣ ଦିନକୁ ଦିନ ବୁଢୀ ହୋଇ ଯାଉଛନ୍ତି । ଏହିଭଳି ଡ୍ରେସ ପିନ୍ଧନାହିଁ ।

ଅନ୍ୟ ଜଣେ ଲେଖିଛନ୍ତି ବୟସ ହୋଇଗଲାଣି ସତସଙ୍ଗକୁ ଯାଅ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More