Only for Entertainment

ଗର୍ଲ ଗ୍ୟାଙ୍ଗ ଠାରୁ ଦୂରରେ ଏକା ଛୁଟି କଟାଉଛନ୍ତି ମଲାଇକା ଅରୋରା ।

aajtak
0 54

ଅଭିନେତ୍ରୀ ମଲାଇକା ଅରୋରା ଲସ ଆଂଜେଲସ ବୁଲିବାକୁ ଖୁବ ଭଲ ପାଆନ୍ତି । କାରଣ ଏହି ସହରରେ ସବୁବେଳେ କିଛି ନୂଆ ଦେଖିବାକୁ ମିଳିଥାଏ । ଏହା ପୂର୍ବରୁ ମଧ୍ୟ ସେ ବହୁଥର ଯାଇ ସାରିଛନ୍ତି ।

ଅଭିନେତ୍ରୀଙ୍କ କହିବା ଅନୁସାରେ ଏହା ଜୀବନ୍ତତାରେ ଭରପୂର ସହର । ଏହା ଏକ ଏଭଳି ସହର ଯାହାର ଜୀବନଶୈଳୀ ଖୁବ ଉଚ୍ଚକୋଟୀର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More