Only for Entertainment

ଭିଲେନ ଡ୍ୟାନିଙ୍କ ପୁଅ ସହିତ ଏହି ଫିଲ୍ମରେ ନଜର ଆସିବେ ‘କଭି ଖୁସି କଭି ଗମ’ର ଛୋଟ କରୀନା ମାଳବିକା ରାଜ ।

jansatta
35

ମଲ୍ଟି ଷ୍ଟାରର ଫିଲ୍ମ ‘କଭି ଖୁସି କଭି ଗମ’ର ଛୋଟ କରୀନା ଭାବରେ ଅଭିନୟ କରିଥିବା ମାଳବିକା ରାଜଙ୍କୁ ଆପଣ ନିହାତି ମନେ ରଖିଥିବେ । ଏହି ଫିଲ୍ମ ପରେ ସେ ପରଦାରୁ ହଜି ଯାଇଥିଲେ । କିନ୍ତୁ ଅଭିନେତ୍ରୀ ଏବେ ପୁଣିଥରେ ହିନ୍ଦୀ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି । ଏହା ପୂର୍ବରୁ ୨୦୧୭ରେ ଅଭିନେତ୍ରୀ ଏକ ତେଲୁଗୁ ଫିଲ୍ମରେ ନଜର ଆସିଥିଲେ ।

ରିପୋର୍ଟ ଅନୁସାରେ ୨୦୦୧ ପରେ ହିନ୍ଦୀେୀ ସ୍କ୍ୱାଡ଼ ଫିଲ୍ମରେ ନଜର ଆସିବେ ମାଳବିକା । ଏଥିରେ ଡ୍ୟାନିଙ୍କ ପୁଅ ରିଂଜିଙ୍ଗ ମୁଖ୍ୟ ଚରିତ୍ରରେ ନଜର ଆସିବେ । କହିରଖୁଛୁଯେ ଏହି ଫିଲ୍ମ ପାଇଁ ୩୦ ଜଣ ଅଭିନେତ୍ରୀଙ୍କ ମଧ୍ୟରେ ମାଳବିକାଙ୍କୁ ଚୟନ କରାଯାଇଛି । ଫିଲ୍ମରେ ଆକ୍ସନ ଏବଂ ରୋମାନ୍ସ ଉଭୟ ନଜର ଆସିବ ।

ମାଳବିକା ଏବଂ ରିଂଜିଙ୍ଗଙ୍କ ବନ୍ଧୁତା ଖୁବ ପୁରୁଣା । କାରଣ ଦୁଇଜଣ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More