Only for Entertainment

ସଲମାନ ଓ ଶାହାରୁଖଙ୍କ ସହିତ କାମ କରିଥିବା ଏହି ଅଭିନେତ୍ରୀ ଡ୍ରଗ୍ସ ରାକେଟରେ ସାମିଲ ।

indiatvnews.com
0 42

ମମତା କୁଲକର୍ଣ୍ଣିଙ୍କ ଜନ୍ମ ୨୦ ଅପ୍ରେଲ ୧୯୭୨ରେ ହୋଇଥିଲା । ଆଜି ସେ ୪୬ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ତାଙ୍କ ନାମ ଡ୍ରଗ୍ସ ର୍ୟାକେଟରେ ସାମିଲ ହୋଇଯାଇଛି ।

୨୦୧୬ରେ ଠାଣେ ପୋଲିସ ଦୁଇ ଜଣ ଡ୍ରଗ୍ସ ଡିଲରଙ୍କୁ ଧରିଥିଲା । ସେମାନଙ୍କ ସୂଚନା ଅନୁସାରେ ସୋଲାପୁରର ଏବୋନ ଲାଇଫ ସାଇନ୍ସେଜ ପ୍ରାଇଭେଟ ଲିମେୀଟେଡ କମ୍ପାନୀ ଉପରେ ଚଢଉ କରାଯାଇଥିଲା । ଏହି ମାମଲାର ତାର କେନିଆ ପର୍ଯ୍ୟନ୍ତ ଲମ୍ବଥିଲା ଏବଂ କେସରେ ମମତା ଏବଂ ତାଙ୍କ ପତି ବିକ୍କୀ ଗୋସ୍ୱାମୀଙ୍କ ନାମ ମଧ୍ୟ ସାମିଲ ଥିଲା । ଏହି ମାମଲା ୨୦୦୦କୋଟି ଅଫେଡ୍ରିନ ଡ୍ରଗ୍ସର ଥିଲା ।

ଏହାପରେ ମମତା ଏବଂ ତାଙ୍କ ପତିଙ୍କ ବିରୁଦ୍ଧରେ କୋର୍ଟ ଇଳିଗଲ ଜାମିନ ୱାରେଂଟ ଜାରି କରିଥିଲା । ମମତା ବକ୍ତ ହମାରା,କ୍ରାନ୍ତିବୀର,କରଣ ଅର୍ଜୁନ,ଚାଇନା ଗେଟ,ବାଜି ଏବଂ ସବସେ ବଡ଼ିା ଖିଲାଡ଼ୀ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ସେ ମିଥୁନ ଚକ୍ରବର୍ତ୍ତୀ,ଗୋବିନ୍ଦାଅକ୍ଷୟ କୁମାର,ସଂଜୟ ଦତ୍ତ ଓ ସଲମାନ ଖାନଙ୍କ ଭଳି ବଡ଼ ଅଭିନେତାଙ୍କ ସହିତ କାମ କରିଛନ୍ତି । ଆଧ୍ୟାତ୍ମକୁ ଆପଣାଇଥିବାକୁ ନେଇ ମଧ୍ୟ ମମତା ଚର୍ଚ୍ଚାରେ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More