Only for Entertainment

ଗିରଫରୁ ବଂଚିବା ପାଇଁ କକୁରକୁ କାମୁଡ଼ିଲା ମଣିଷ

petstew.com
0 56

ଆମେରିକାରେ ଗିରଫ ହେବାରୁ ବଂଚିବା ପାଇଁ ଏକ ବ୍ୟକ୍ତି ପୋଲିସର କୁକୁରକୁ କାମୁଡ଼ିଛି । ନ୍ୟୁ ହ୍ୟାମ୍ପସାୟରର ଏକ ବ୍ୟକ୍ତି ପୋଲିସର ଗିରଫ କବଳରୁ ବଂଚିବା ପାଇଁ କପଡ଼ାରେ ଲୁଚିବା ପାଇଁ ଚେଷ୍ଟା କଲା । ପରେ ମଧ୍ୟ ସେ ଏହି ପ୍ରୟାସରେ ପୋଲିସର କୁକରକୁ ଧରି ତା ମୁଣ୍ଡକୁ କାମୁଡ଼ି ଦେଇଛି ।

ଏ ପର୍ଯ୍ୟନ୍ତ ସେହି ବ୍ୟକ୍ତିର ପରିଚୟ ବିଷୟରେ କୌଣସି ସୂଚନା ମିଳିନାହିଁ । ପୋଲିସର କହିବା ଅନୁସାରେ ଘଟଣାଟି ରବିବାର ଦିନ ଘଟିଛି । ଏକ ବ୍ୟକ୍ତିକୁ ଗୁଳି ମାରିଥିବାର ସୂଚନା ପାଇ ପୋଲିସ ମସ୍କାବେନ ସ୍ଥିତ ଏକ ଘରେ ପହଂଚିଥିଲା । ସେହି ବ୍ୟକ୍ତି ଉପରେ ଗିରଫରୁ ବଂଚିବା ପାଇଁ ଚେଷ୍ଟା ଏବଂ କୁକୁରକୁ କାମୁଡ଼ିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More