Only for Entertainment

ଲିଫ୍ଟ ଭିତରେ ବ୍ୟକ୍ତି ଜଣକ କଲେ ଖରାପ ବ୍ୟବହାର,ମହିଳା ଦେଲେ ଏଭଳି ଶିକ୍ଷା ।

punjab kesari
34

ଦୁନିଆ ସାରା ଧର୍ଷଣ ଭଳି ଘଟଣା ସମସ୍ତଙ୍କୁ ନିରାଶ କରୁଛି । ଦିନକୁ ଦିନ ଏହିଭଳି କାର୍ଯ୍ୟକଳାପ କମିବା ପରିବର୍ତ୍ତେ ବଢିବାକୁ ଲାଗୁଛି,କାରଣ ହେଉଛି ଲୋକଙ୍କ ଚିନ୍ତାଧାରା । ତେବେ ଏବେ ଏହି ମଧ୍ୟରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଏକ ଲିଫ୍ଟ ଭିତରେ ।

 

ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଜଣେ ବ୍ୟକ୍ତି ମହିଳା ଜଣଙ୍କୁ ଖରାପ ବ୍ୟବହାର କରୁଛନ୍ତି ଏବଂ ମହିଳା ଜଣଙ୍କ ତାଙ୍କୁ ଖୁବ ପିଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More