Only for Entertainment

ଦୀର୍ଘ ସମୟ ପରେ ବିବାହ ଉପରେ ମୋହର ଲଗାଇଲେ ଅଙ୍କିତା ଲୋଖଣ୍ଡେ ।

India Today
159

ସୁଶାନ୍ତ ସିଂ ରାଜପୂତଙ୍କ ସହିତ ବ୍ରେକ ଅପ ପରେ ଅଙ୍କିତା ଲୋଖଣ୍ଡେ ସଂପର୍କକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଲମ୍ବା ସମୟ ଧରି ତାଙ୍କ ନାମ ବିଳାସପୁର ସ୍ଥିତ ବିଜନେସମ୍ୟାନ ବିକ୍କି ଜୈନଙ୍କ ସହିତ ଯୋଡ଼ି ହୋଇ ରହିଛି । ଖବର ଶୁଣିବାକୁ ମିଳୁଥିଲାଯେ ଦୁଇଜଣ ବିବାହ କରିବାକୁ ଯାଉଛନ୍ତି । ଏବେ ନିଜେ ଅଙ୍କିତା ଏହି ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି ।

ankita-lokhande

ଅଙ୍କିତା ସ୍ୱୀକାର କରିଛନ୍ତିଯେ ସେ ବିକ୍କିଙ୍କୁ ପ୍ରେମ କରୁଛନ୍ତି । ନିକଟରେ ଏକ ଇଂଟରଭ୍ୟୁରେ ଅଙ୍କିତା କହିଛନ୍ତିଯେ ଏହା ସତଯେ ମୁଁ ସଂପର୍କରେ ଅଛି, କିନ୍ତୁ ବିବାହ ପାଇଁ ଏବେ କୌଣସି ପ୍ଲାନିଙ୍ଗ ନାହିଁ । କହିରଖୁଛୁଯେ ଅଙ୍କିତା କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକାରେ ଝଲକାରୀବାଈ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More