Only for Entertainment

ରିଲିଜ ହେଲା ‘ମଣିକର୍ଣ୍ଣିକା’ ଫିଲ୍ମର ଟିଜର, ଚେହେରାରେ ରାଗ ଏବଂ ହାତରେ ମଶାଲ ଧରି ନଜର ଆସିଲେ ଝଲକାରୀ ବାଇ !

29

କଙ୍ଗନା ରନାୱତଙ୍କ କ୍ୟାରିଅରର ମହତ୍ୱପୂର୍ଣ୍ଣ ଫିଲ୍ମ ମଧ୍ୟରୁ ‘ମଣିକର୍ଣ୍ଣିକା’ ବିଗତ କିଛି ମାସ ହେବ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ସମୟ ପୂର୍ବେ ପିଲ୍ମ ନିର୍ମାତା ମଣିକର୍ଣ୍ଣିକାର ଟିଜର ରିଲିଜ କରିଦେଇଛନ୍ତି । ୨ମିନିଟର ଏହି ଟିଜର ଦେଖିବା ପରେ ନିଶ୍ଚୟ ଆପଣଙ୍କ ଲୋମ ଟାଙ୍କୁରୀ ହୋଇଯିବ । ରକ୍ତରେ ଜୁଡୁବୁଡୁ ରାଣୀ ଲକ୍ଷ୍ମୀବାଇ ହୋଇଥିବା କଙ୍ଗନା ଯେତେବେଳେ ହରହର ମହାଦେବ କହୁଛନ୍ତି ଅନୁମାନ ହେଉଛି ଯେ ଗୋଟେ ସିନକୁ ଜୀବନ୍ତ ବନାଇବା ଲାଗି କେତେ ପରିଶ୍ରମ କରିବାକୁ ପଡିଛି ।

ମଣିକର୍ଣ୍ଣିକାଙ୍କ ନାଁ ଆସିବା କ୍ଷଣି ହିଁ ଯେଉଁଠି କଙ୍ଗନାଙ୍କ ନାଁ ଆସୁଛି, ଏହି ଫିଲ୍ମରେ ଆଉ ଏକ ଟିଭି ସିରିଅଲ ଅଭିନେତ୍ରୀଙ୍କୁ ଦେଖିବାକୁ ଲୋକ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ସେ ଆଉ କେହି ନୁହଁନ୍ତି ଅଙ୍କିତା ଲୋଖଣ୍ଡେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More