Only for Entertainment

ରିଲିଜ ହେଲା ମନମରଜିଆଁ ଫିଲ୍ମ ଗୀତ “ଦରୟା”

0 49

ଆଗାମୀ ବଲିଉଡ୍ ମୁଭି ମନମର୍ଜିୟାଁର ଇମୋସନାଲ୍ ଗୀତ ‘ଦରୟା’ ମୁକ୍ତିଲାଭ କରିଛି । ଗୀତ ଦୃଶ୍ୟାୟନରେ ଫିଲ୍ମର ତିନି ଜଣ ଲିଡ୍ ଷ୍ଟାର୍ ଅଭିଷେକ ବଚ୍ଚନ, ତାପସି ପନ୍ନୁ ଓ ବିକି କୌଶଲ୍ଙ୍କୁ ଦେଖିବାକୁ ମିଳିଛି । ଅମିତ୍ ତ୍ରିବେଦୀଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଆମି ବ୍ରିକ୍ ଓ ସାହିଦ୍ ମାଲ୍ୟା ।

ଆନନ୍ଦ ଏଲ୍ ରୟ ଓ ଫ୍ୟାଟମ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହିସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁରାଗ କଶୈପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More