Only for Entertainment

ମନୋଜ ବାଜପେୟୀଙ୍କ ହୋମ ପ୍ରଡକ୍ସନର ପ୍ରଥମ ଫିଲ୍ମ,ଜାରି କଲା ମିସିଙ୍ଗର ନୂଆ ପୋଷ୍ଟର ।

aajtak
0 43

ମନୋଜ ବାଜପେୟୀଙ୍କ ହୋମ ପ୍ରଡକ୍ସନର ପ୍ରଥମ ଫିଲ୍ମ ମିସିଙ୍ଗର ନୂଆ ପୋଷ୍ଟର ରିଲିଜ ହୋଇସାରିଛି । ଏହା ଏକ ସାଇକୋ ଥ୍ରିଲର ଫିଲ୍ମ । ମୁଖ୍ୟ ଭୂବିକାରେ ତବୁ ଅଭିନୟ କରୁଛନ୍ତି । ଲଥିରେ ମାନୋଜ ତବୁଙ୍କ ପତି ଭୂମିକାରେ ନଜର ଆସିବେ । ଫିଲ୍ମଟି ୬ ଅପ୍ରେଲରେ ରିଳିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ମନୋଜଙ୍କ ପତ୍ନୀ ଫିଲ୍ମ ନିର୍ମାତା ମାନଙ୍କ ମଧ୍ୟରୁ ଜଣେ ।

ମନୋଜ ମଧ୍ୟ ଏହି ଫିଲ୍ମକୁ ଅଧର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି । କେବଳ ସେତିକି ନୁହେଁ ତବୁ ତାଙ୍କର ଏକ ଭଲ ବନ୍ଧୁ ବୋଲି ମଧ୍ୟ ସେ କହିଛନ୍ତି । ଫିଲ୍ମରେ ସେ ଖୁବ ଭଲ କାମ ମଧ୍ୟ କରିଛନ୍ତି । ସ୍କ୍ରିପ୍ଟ ଏବଂ ନିର୍ଦ୍ଦେଶନା ଉଭୟ ଅଭୟଙ୍କରଙ୍କର । ଫିଲ୍ମ ବିଷୟରେ ଏବେ ବିଶେଷ କିଛି ସୂଚନା ମିଳିନାହିଁ ।ଏହି ଫିଲ୍ମ ପାଇଁ ଅନୁ କପୁରଙ୍କୁ ଫ୍ରେଂଚ ମଧ୍ୟ ଶିଖିବାକୁ ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More