Only for Entertainment

ତାସ୍ ପତା ଭଳି ମଝିରୁ ଢଳି ପଡ଼ିଲା ୬୦ ଫୁଟ ଲମ୍ବା ଓଭରବ୍ରିଜ, ୪ ଜଣ ଆହତ, ଲୋକଙ୍କ ମଧ୍ୟରେ ହଇଚଇ

punjabkesari
33

ଗୁଜୁରାଟର ଜୁନାଗଡ଼ ଜିଲ୍ଲାରେ ସେତେବେଳେ ହଇଚଇ ସୃଷ୍ଟି ହେଲା ଯେତେବେଳେ ହଠାତ ୬୦ ଲମ୍ବା ଓଭରବ୍ରିଜ ଢଳିି ପଡ଼ିଲା । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ କେତେକ ଗାଡ଼ି ଯାଉଥିଲେ, ଯେଉଁ ସବୁ ଗାଡ଼ି ସେହି ମଧ୍ୟରେ ଫସି ଯାଇଛି ।

 

ଜୁନାଗଡ଼ର ଜ୍ଲ୍ାପାର ସୌରଭ ପାରଧୀଙ୍କ କହିବା ମୁତାବକ ରବିବାରକୁ ହୋଇଥିବା ଏହି ଦୁର୍ଘଟଣାରେ କେତେକ ଗାଡ଼ି ତାହା ମଧ୍ୟରେ ଫସି ଯାଇଥିଲା । ଏହା ଦ୍ୱାରା ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଲା । ଏହି ବ୍ରିଜ ନିକଟ ଅଂଚଳରେ ଏକ ଅଭୟାରଣ୍ୟ ରହିଛି । ତେବେ ବ୍ରିଜ ୪୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା । ଜିଲ୍ଲାପାର ଏହା ମଧ୍ୟ କହିଛନ୍ତିଯେ ଯାତ୍ରୀଙ୍କ ଯିବା ଆସିବା ପାଇଁ ଏକ ବିକଳ୍ପ ରାସ୍ତା ଖୋଜାଯାଇଛି । ତେବେ ଫସି ରହିଥିବା ଗାଡ଼ିଗୁଡ଼ିକୁ ବାହାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More