Only for Entertainment

ଜନ୍ମ ତାରିଖରୁ ଜଣାପଡ଼ିବ ଆପଣ ଲଭ ମ୍ୟାରେଜ କରିବେ ନା ଆରେଂଜ ମ୍ୟାରେଜ ।

Hindustan Times
0 138

ଯେଉଁ ଲୋକଙ୍କ ଜନ୍ମ ମାସର ୧,୧୦,୧୯ ଓ ୨୮ ତାରିଖରେ ହୋଇଥାଏ,ସେମାନଙ୍କର ମୂଲ୍ୟାଙ୍କ ୧ । ସେମାନେ ଲାଜକୁଳା ହୋଇଥାନ୍ତି । ଏମାନେ ପ୍ରାୟ ଲଭ ମ୍ୟାରେଜ କରିନଥାନ୍ତି । ଏହି ଅଙ୍କ ସୂର୍ଯ୍ୟଙ୍କ ପ୍ରତୀକ ।

ଯେଉଁମାନେ ୨,୧୧,୨୦ ଓ ୨୯ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୂଲ୍ୟାଙ୍କ ୨ । ଏମାନେ ଖୁବ ଭାବି ଚିନ୍ତି ପ୍ରେମରେ ପଡ଼ନ୍ତି ଓ ଜୀବନସାଥିକୁ କେବେ ମଧ୍ୟ ଛାଡ଼ନ୍ତି ନାହିଁ ।

୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଲ୍ୟାଙ୍କ ୩ ହୋଇଥାଏ । ଏମାନେ ଲଭ ମ୍ୟାରେଜରେ ପ୍ରାୟ ସଫଳ ହୋଇଥାନ୍ତି ।

ମୂଲ୍ୟାଙ୍କ ୪ର ବ୍ୟକ୍ତି ପ୍ରେମକୁ ଏତେ ବିଶ୍ୱାସ କରନ୍ତି ନାହିଁ । ଏମାନେ ପ୍ରାୟ ଏକାଧିକ ପ୍ରେମ ସଂପର୍କରେ ରହିଥାନ୍ତି ।
୫,୧୪ ଓ ୨୩ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଲ୍ୟାଙ୍କ ୫ । ଏମାନେ ପରିବାରର ସହମତିରେ ବିବାହ କରନ୍ତି ।

ଯେଉଁମାନେ ୬,୧୫ ଓ ୨୪ରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୂଲ୍ୟାଙ୍କ ୬ । ଏମାନେ ପ୍ରାୟ ପ୍ରେମ ବିବାହରେ ସଫଳ ହୋଇଥାନ୍ତି ।

ଯେଉଁମାନେ ୭,୧୭ ଓ ୨୫ରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୂଲ୍ୟାଙ୍କ ୭ । ଏମାନେ ପ୍ରେମରେ ପଡ଼ନ୍ତି କିନ୍ତୁ ବିିବାହ ଠାରୁ ପଛଘୁଂଚା ଦିଅନ୍ତି ।

୮ ଓ ୨୬ ତାରିଖର ମୂଲ୍ୟାଙ୍କ ୮ । ଏମାନେ ଲଭ ମ୍ୟାରେଜ କରନ୍ତି । ଏମାନଙ୍କ ଏହି ନିଷ୍ପତ୍ତି ଠିକ ହୋଇଥାଏ ।
୯,୧୮ ଓ ୨୭ର ମୂଲ୍ୟାଙ୍କ ୯ । ଏାମନେ ଲଭ ମ୍ୟାରେଜରେ ଅଧିକ ବିଶ୍ୱାସ ରଖନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More