Only for Entertainment

ଆଭେଞ୍ଜର୍ସ : ଏଣ୍ଡଗେମ ପରେ ଏକା ସହିତ ୧୧ଟି ପ୍ରୋଜେକ୍ଟର ଘୋଷଣା କଲା ମାର୍ବଲ ଷ୍ଟୁଡିଓଜ, ଜାଣନ୍ତୁ ନାମ

Amar Ujala
87

ନିକଟରେ ରିଲିଜ ହୋଇଥିବା ମାର୍ବଲ ଷ୍ଟୁଡିଓ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମ ସହିତ ସୁପରହିରୋଙ୍କ କାହାଣୀ ଶେଷ ହୋଇଯାଇଛି ସତ କିନ୍ତୁ ମାର୍ବଲ ଷ୍ଟୁଡିଓଜ ପାଖରେ ନିଜ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ ଅନେକ କିଛି ରହିଛି ।

ମାର୍ବଲ ଷ୍ଟୁଡିଓଜ ଫେଜ-୪ରେ ଥର ୪, ବ୍ଲାକ ୱିଡୋ, ଡକ୍ଟର ଷ୍ଟ୍ରେଞ୍ଜ ୨ ସମେତ ଅନେକ ଫିଲ୍ମ ଫିଲ୍ମ ଆସିବାକୁ ଯାଉଛି । ଆଜ୍ଞା ହିଁ, ଏହି ସବୁ ଫିଲ୍ମ ଆଗାମୀ ବର୍ଷ ଏବଂ ୨୦୨୧ରେ ରିଲିଜ ହେବ । ସେନ ଡିଏଗୋରେ ଚାଲିଥିବା କମିକ କନ ୨୦୧୯ରେ ମାର୍ବଲ ଷ୍ଟୁଡିଓଜ ଚିଫ୍ କେବିନ ଫିଜ ନିଜର ଆଗାମୀ ୧୧ଟି ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି ।

ଏହି ଘୋଷଣା ପରେ ମାର୍ବ ଷ୍ଟୁଡିଓଜ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମାର୍ବଲ ଷ୍ଟୁଡିଓଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଫିଲ୍ମ ଗୁଡିକର ପ୍ରଥମ ପୋଷ୍ଟର ସହିତ ଫିଲ୍ମର ରିଲିଜ ଡେଟ ବିଷୟରେ ଘୋଷଣା କରାଯାଇଛି ।

ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More