Only for Entertainment

ସଲମାନ ଖାନଙ୍କ ଦଶ କା ଦମରେ ହେବ ଏହି ଦମଦାର କଳାକାରଙ୍କ ଏଂଟ୍ରି,ଡାକ୍ତର ଗୁଲାଟୀ ଆସିବେ ନଜର ।

bollywoodlife
0 43

ପୁଣିଥରେ ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଡାକ୍ତର ମଶହୁର ଗୁଲାଟୀ । ଏହିଥର ତାଙ୍କ କାମରେ ସାଥ ଦେବେ ବଲିଉଡର ଦବଙ୍ଗ ସଲମାନ ଖାନ । ସେ ଖୁବଶୀଘ୍ର ସଲମାନଙ୍କ ଟିଭି ଶୋ ଦଶ କା ଦମରେ ନଜର ଆସିବେ । ଏହି ଖାସ ଏପିସୋଡ ପାଇଁ ଡାକ୍ତର ଗୁଲାଟୀ ମାନେ ସୁନିଲ ଗ୍ରୋଭର ଏବଂ ସଲମାନ ଖାନ ସୁଟିଂ ସମାପ୍ତ କରି ସାରିଛନ୍ତି ।

ଏହି ଶୋ’ରେ କେବଳ ଏକା ଗୁଲାଟୀ ନୁହଁନ୍ତି ବରଂ ପ୍ରସିଦ୍ଧ ଗାୟିକା ନେହା କକର ମଧ୍ୟ ନଜର ଆସିବେ । ଏହି ସୁଟିଂରେ ନେହା ମଧ୍ୟ ଖୁବ ମସ୍ତୀ କରିଛନ୍ତି । ତେବେ ଲୋକମାନେ ଏହାର ଭରପୂର ମଜା ନେଇଛନ୍ତି । ଏହି ସୁଟିଂ ସମୟର ମଜାଦାର ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ଏପିସୋଡ ଖୁବଶୀଘ୍ର ନଜର ଆସିବ । ତେବେ ସୁନିଲ ସଲମାନଙ୍କ ଫିଲ୍ମ ଭାରତରେ ମଧ୍ୟ ନଜର ଆସିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More