Only for Entertainment

ପ୍ରେମ ଦେଖାଇବାର ସବୁଠାରୁ ଖାସ ଉପାୟ କିସ, ପ୍ରତ୍ୟେକ କିସକୁ ନେଇ ରହିଛି ଭିନ୍ନ ଅର୍ଥ ।

punjab kesari
49

ପାର୍ଟନରକୁ ନିଜ ପ୍ରେମ ଦେଖାଇବାର ସବୁଠାରୁ ଖାସ ମାଧ୍ୟମ ହେଉଛି କିସ । ଏହା ଦ୍ୱାରା କେବଳ ପ୍ରେମ ନୁହେଁ ସୁରକ୍ଷା ମଧ୍ୟ ଦର୍ଶାଯାଇଥାଏ ।ନିଜ ପାର୍ଟେନରଙ୍କୁ ମନାଇବା ପାଇଁ ଆପଣ କପାଳକୁ କିସ ଦେଉଥିବେ ବା ଅନ୍ୟଭଳି କିସ କରୁଥିବେ କିନ୍ତୁ ଶରୀରର ଭିନ୍ନ ଭିନ୍ନ ଅଂଶକୁ କିସ କରିବାର ଭିନ୍ନ ଅର୍ଥ ରହିଥାଏ ।

ମଥାରେ କିସ କଲେ ଜଣାପଡ଼େ ଆପଣଙ୍କ ପାର୍ଟନର ସହିତ ଆପଣଙ୍କର ଏକ ଗମ୍ଭୀର ସଂପର୍କ ରହିଛି ।ଏହା ଦ୍ୱାରା ସଂପର୍କ ମଜବୁତ ହୋଇଥାଏ । ସାଧାରଣ କ୍ଷେତ୍ରରେ ମାତାପିତା ନିଜ ପିଲାଙ୍କ ମଥାକୁ କିସ କରିଥାନ୍ତି ।

ଆଖିର ଆଖ ପାଖକୁ କିସ କରିବାକୁ କିସ ଅଫ ଆଂଜେଲ କୁହାଯାଏ ।ଏଭଳି କିସ କରୁଥିବା କପଲ ରୋମାଂଟିକ ହୋଇଥାନ୍ତି ।

କେବଳ ପ୍ରେମିକ ନୁହଁନ୍ତି ବରଂ ସାଙ୍ଗମାନେ ମଧ୍ୟ ହାତକୁ କିସ କରିଥାନ୍ତି । ପତି ମଧ୍ୟ ବେଳେ ବେଳେ ପତ୍ନୀଙ୍କ କାମରେ ଖୁସି ହୋଇ ହାତକୁ କିସ କରିଥାନ୍ତି ।

ଫ୍ରେଂଚ କିସ କରୁଥିବା ଲୋକ ନିଜ ପାର୍ଟନରକୁ ଖୁବ ଭଲ ପାଆନ୍ତି ।

ଯଦି କାନରେ କିସ କରାଯାଏ ତାହାର ଅର୍ଥ ହେଉଛି ଆପଣ କିଛି କହିବାକୁ ଚାହାଁନ୍ତି । ଏହାର ଅର୍ଥ ଖୁବ ରୋମାଂଟିକ ମଧ୍ୟ ହୋଇଥାଏ ।

ପତି ପତ୍ନୀ ସମ୍ବଦ୍ଧ ବନାଇବା ସମୟରେ କିସ କରିବା ଆରମ୍ଭ କରିଥାନ୍ତି । ଏହାକୁ ସିକ୍ରେଟ ମେସେଜ କିସ କୁହନ୍ତି ।
ଗାଲକୁ କିସ କରୁଥିବା ଯୋଡ଼ି ନିଜ ଦାୟୀତ୍ୱକୁ ଖୁବ ଭଲ ଭାବରେ ପାଳନ କରନ୍ତି ।ଏମାନେ ତାଙ୍କ ପାର୍ଟନରକୁ କେବେ ମଧ୍ୟ ଏକା ଛାଡ଼ନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More