Only for Entertainment

ଔଷଧୀୟ ଗୁଣରେ ଭରପୁର ଏହି ଗଛ ।

healthyharlem.org
32

ଏଥିରେ ଭିଟାମିନ୍ ଏ ଭରପୁର ପୁଦିନା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ପୁଦିନା ତ୍ୱଚାର ସୌନ୍ଦର୍ଯ୍ୟତାକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ  । ଏହି ଗଛକୁ ଆପଣ ଘରେ ଲଗାଇ ପାରିବେ ।

– ପୁଦିନା ଦ୍ୱାରା ଥଣ୍ଡା , କାଶ ଏବଂ କଫ ଆଦିରୁ ଆରାମ ମିଳିଥାଏ ।

– ପୁଦିନା ଓ ତୁଳସୀ ପତ୍ର ମିଶାଇ କାଢା ବନେଇ ପିଇବା ଦ୍ୱାରା ଜ୍ୱର ଛାଡି ଯାଇଥାଏ ।

– ଯଦି ଶରୀର କୁଣ୍ଡେଇ ହୋଇ ଦାଗ ହୋଇ ଯାଉଛି, ତେବେ ସେହି ଦାଗ ସ୍ଥାନରେ ପୁଦିନା ଲେପ ଲଗାନ୍ତୁ ।

– ପୁଦିନା ଲେପ ମଥାରେ ଲଗେଇବା ଦ୍ୱାରା ମୁଣ୍ଡ ବ୍ୟଥାରୁ ଆରାମ ମିଳିଥାଏ ।

– ପୁଦିନା,ତଳୁସୀ,ଅଦା ଓ ଗୋଲମରିଚ ମିଶାଇ ଏକ କାଢା ପ୍ରସ୍ତୁତ କରନ୍ତୁ । ପେଟ ଗ୍ୟାସ ହେଲେ ଏହି କାଢାକୁ ପିଅନ୍ତୁ । ଏହାକୁ ସେବନ କରିବା ଦ୍ୱାରା ମୂଳରୁ ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

– ପୁଦିନା ପତ୍ର ଚୂର୍ଣ୍ଣକୁ ମିଶିର ସହ ମିଶାଇ ଖାଇବା ଦ୍ୱାରା ପେଟ ଦରଜରୁ ଆରାମ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More