Only for Entertainment

ରିଲିଜ ହେଲା ନୂଆ ଓଡିଆ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ମେଘ ହୋଇ ଆକାଶେ’ର ଷ୍ଟୁଡିଓ ଭର୍ସନ

YouTube
48

ୟୁଟ୍ୟୁବରେ ମୁକ୍ତିିଲାଭ କଲା ନୂଆ ଓଡିଆ ରୋମାଟିଂକ ମ୍ୟୁଜିକ ଭିଡିଓ ମେଘ ହୋଇ ଆକାଶେ । ସବୁବେଳେ ବିଭିନ୍ନ ସ୍ୱାଦର ଗୀତ ସହ ଶ୍ରୋତାଙ୍କ ପାଖରେ ପହଁଚୁଥିବା ପପୁଲାର ସିଙ୍ଗର ହୁମ୍ୟାନ ସାଗର ଏଥରକ ମଧ୍ୟ ଦର୍ଶକଙ୍କୁ ନୂଆ କିଛି ଭେଟି ଦେଇିଛନ୍ତି । ପ୍ରେମର ନୂଆ କଥା ନେଇ ପ୍ରସ୍ତୁତ ହୋଇଛି ଏହି ଲଭ ଟ୍ରାକ୍ । ଗୀତରେ ହ୍ୟୁମାନ ସାଗରଙ୍କ ସହିତ ମାଳିନୀ ମହାନ୍ତିଙ୍କ ଯାଦୁଗରୀ ଗାୟକୀ ଶୁଣିବାକୁ ମିଳିଛି ।

ତପୁ ନାୟକଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ନିଜାମ ।ଆଫିଆନ ଷ୍ଟୁଡିଓରେ ମ୍ୟୁଜିକ ମିକ୍ସି ଓ ରେର୍କଡି କରାଯାଇଛ । ଭାଇବସ ମ୍ୟୁଜିକ ବ୍ୟାନରେ ପ୍ରସ୍ତୁତ ହୋଇଛି ଏହି ରୋମାଟିକ ଟ୍ରାକ୍ ଭି ଟ୍ୟୁନ ପ୍ରୋ ୟୂୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More