Only for Entertainment

ବ୍ୟକ୍ତି ଜଣକ ଜୀବନକୁ ବାଜି ଲଗାଇ କୁକରକୁ ବଂଚାଇଲେ, କରାଯାଉଛି ଖୁବ ପ୍ରଶଂସା

punjabkesari
20

ଏକ କୁକୁରର ଜୀବନ ବଂଚାଇବାର ଭିଡ଼ିଓ ଖୁବ ଭାଇରାଲ ହେଉଛି, ଯାହାକୁ ଲୋକ ଖୁବ ପ୍ରଶଂସା କରୁଛନ୍ତି । ଘଟଣା ଚୀନର । ଯେଉଁଠାରେ ଜଣେ ବ୍ୟକ୍ତି ଜୀବନକୁ ବାଜି ଲଗାଇ ଏକ କୁକରକୁ ବଂଚାଇଛନ୍ତି । ତେବେ ଟ୍ୱିଟରରେ ଏହି ଭିଡ଼ିଓକୁ ପିପଲ୍ସ ଡେଲିି ଚାଇନା ଶେୟାର କରିଛନ୍ତି ।

କୁକରର ଚଜୀବନ ବଂଚାଇଥିବା ବ୍ୟକ୍ତିକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି । ଆପଣ ଭିଡ଼ିଓରେ ଦେଖି ପାରୁଥିବେଯେ ପାଣିରେ ବୁଡ଼ି ଯାଉଥିବା କୁକରକୁ କିଭଳି ଭାବରେ ବ୍ୟକ୍ତି ଜଣକ ବଂଚାଉଛନ୍ତି ।

 

ଭିଡ଼ିଓ ଶେୟାର ହେବା ପରେ ଏହାକୁ ଏପର୍ଯ୍ୟନ୍ତ ୩୧ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More