Only for Entertainment

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମିଲନ୍ ଟକିଜ୍’ର ଆଉ ଏକ ଗୀତ ‘ବକେତି’ ରିଲିଜ !

32

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମିଲନ୍ ଟକିଜ୍’ର ଆଉ ଏକ ଗୀତ ‘ବକେତି’ ମୁକ୍ତିଲାଭ କରିଛି । ଗୀତରେ ଶୁଣିବାକୁ ମିଳିଛି ଶୁଖୱିନ୍ଦର୍ ସିଂ ଓ ବେନ୍ନି ଦୟାଲଙ୍କ ଜବରଦସ୍ତ ଗାୟିକି । ଏହି ଦମଦାର୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ରାଣା ମଜୁମଦାର୍ ଆଉ ଲିରିକ୍ସ ଦେଇଛନ୍ତି ଅମିତାଭ୍ ଭଟ୍ଟାଚାର୍ଯ୍ୟ ।

ଫିଲ୍ମରେ ନାୟକ ଭୂମିକାରେ ନଜର ଆସିବେ ଅଲ୍ଲି ଫଜଲ୍ । ଆଉ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ଶ୍ରଦ୍ଧା ଶ୍ରିନାଥ । ପି.ଏସ୍. ଚଟୱାଲଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତିଙ୍ଗମାଂସୁ ଧୂଲିଆ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More