Only for Entertainment

୨୫ ବର୍ଷ ସାନ ପତ୍ନୀ ସହିତ ରୋମାଂଟିକ ହେଲେ ମିଲିନ୍ଦ ସୋନମ । ଦେଖନ୍ତୁ ଫଟୋ ।

bollywood tadka
49

ବଲିଉଡ ଆକ୍ଟର ମିଲନ୍ଦ ସୋନମ ଏବେ ପତ୍ନୀ ଅଙ୍କିତା କୋମ୍ବରଙ୍କ ସହିତ ମାଳଦୀବରେ ଛୁଟି ବିତାଉଛନ୍ତି । ଏହି ସମୟର ଫଟୋ ଅଙ୍କିତା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । େଯେଉଁଥିରେ ଦୁଇ ଜଣ ସମୂଦ୍ର କୂଳରେ ପୋଜ ଦେଉଥିବାର ନଜର ଆସିଛନ୍ତି ।

ଏହିଭଳି ଅନ୍ୟ କେତେକ ଫଟୋ ଇଂଟରନେଟରେ ଖେଳିଯାଇଛି । ଫଟୋରେ ଦୁଇ ଜରଙ୍କ କେମେଷ୍ଟ୍ରି ନଜର ଆସିଛି । କିଛି ଦିନ ପୂର୍ବରୁ ଦୁଇଜଣଙ୍କର କିସ କରୁଥିବାର ଫଟୋ ଭାଇରାଲ ହୋଇଥିଲା । ଯାହାକୁ ସେମାନେ କିସ ଡେ ଉପଲକ୍ଷେ ଶେୟାର କରିଥିଲେ ।

କହିରଖୁଛୁଯେ ଦୁଇଜଣ ୨୦୧୮ ଅପ୍ରେଲ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଙ୍କିତା ମିଲିନ୍ଦଙ୍କ ଠାରୁ ୨୬ ବର୍ଷ ସାନ । ଏହା ମିଲିନ୍ଦଙ୍କ ଦ୍ୱିତୀୟ ବିବାହ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More