Only for Entertainment

ପୁଣିଥରେ ଚର୍ଚ୍ଚାରେ ମିଲିନ୍ଦ ସୋମନ, ଭାଇରାଲ ହେଲା ୱର୍କଆଉଟ ଭିଡ଼ିଓ ।

27

ଲମ୍ବା ବୟସ ବ୍ୟବଧାନରେ ଜଣେ କମ ବୟସ୍କାଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ମିଲିନ୍ଦ ସୋମନ । ଯାହାପରେ ଦୁଇଜଣଙ୍କର ପ୍ରେମଭରା ଫଟୋ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଥର ମଧ୍ୟ କିଛି ସେହିଭଳି ଦେଖାଯାଇଛି ମିଲିନ୍ଦଙ୍କ ନିକଟରେ । ବାସ୍ତବରେ ମିଲିନ୍ଦଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି ।ବୟସ ୫୩ ହେଲେ ବି ତାଙ୍କ ଫିଟ୍‌ନେସ୍‌ ପାଇଁ ସେ ଆଜି ବି ଜଣେ ଯୁବକ ପରି ଦିଶନ୍ତି। ସେ ତାଙ୍କ ଫ୍ୟାନ୍ସମାନଙ୍କ ସହ ପ୍ରାୟତଃ ଦୈନନ୍ଦିନ ଭାବେ ଫିଟ୍‌ନେସ୍‌ ମନ୍ତ୍ର ସେୟାର୍‌ କରିଥାନ୍ତି।

 

View this post on Instagram

 

Thank you for choosing slow pullups !!! Need to do these more often ??? Coming up Next week, slow parallel bar dips ? . . #takeapolltuesday #slowpullups #pullups #fitnessforever #fitness #fitnessmotivation #healthylifestyle #fitterin2019 #livetoinspire #workout #workoutmotivation

A post shared by Milind Usha Soman (@milindrunning) on

 

ଆଜି ମିଲିନ୍ଦ ପାର୍କରେ ଓ୍ଵାର୍କଆଉଟ୍‌ କରୁଥିବା ବେଳର କିଛି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବାକୁ ମିଳିଛି। ସେ ୫୩ ବର୍ଷ ବୟସରେ ଯେଉଁଭଳି ଭାବେ ଦୌଡ଼ି, ଡେଇଁ ବ୍ୟାୟାମ କରୁଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ।  ଆସନ୍ତୁ ଦେଖିବା ମିଲିନ୍ଦଙ୍କ ଓ୍ଵାର୍କଆଉଟ୍‌ ବେଳର କିଛି ଭିଡିଓ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More