Only for Entertainment

ଏଥିପାଇଁ ମଧୁମେହ ରୋଗୀଙ୍କୁ ବ୍ରେକଫାଷ୍ଟରେ ଦୁଗ୍ଧ ଗ୍ରହଣ କରିବା ଉଚିତ ।

youtube
0 36

ଆଜିକାଲି ଲୋକଙ୍କ ମଧ୍ୟରେ ମଦଉମେହ ରୋଗ ଖୁବ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହା କେବଳ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନାହିଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହେବାରେ ଲାଗିଛି । ଯାହା ଖୁବ ଭୟଙ୍କର ଏବଂ ଖାଦ୍ୟ ପେୟର ଯତ୍ନ ଅଭାବରୁ ଏହା ବିପଦମୁଖରେ ମଧ୍ୟ ପକାଇଥାଏ । ଏହିଭଳି ପରସ୍ଥିତିରେ ଷଳାକଙ୍କୁ ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ଉଚିତ ।

ଏକ୍ସପର୍ଟଙ୍କ କହିବା ଅନୁସାରେ ୧ ଗ୍ଲାସ ଦୁଗ୍ଧରେ ୮ ଗ୍ରାମ ପ୍ରୋଟିନ ରହିଥାଏ,ତେଣୁ ଏହାକୁ ପିଇବା ପରେ କେତେ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହୋଇ ରହିଥାଏ । ଏହା ସହିତ ଶଶରୀର ପାଇଁ ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ଏଥିରୁ ମିଳି ଯାଇଥାଏ ।

ସକାଳ ସମୟରେ ଦୁଗ୍ଧ ପିଇବା ଦ୍ୱାରା ରକ୍ତଚାପ ସ୍ତର କମ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଜଳଖିଆରେ ଦୁଗ୍ଧ ପିଇବା ଦ୍ୱାରା ଦ୍ୱିତୀୟ ସ୍ତରର ମଧୁମେହ ରୋଗୀଙ୍କୁ ଫାଇଦା ମିଳିଥାଏ । ଏକ ନୂଆ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି । ହାଇ ପ୍ରୋଟିନର ଦୁଗ୍ଧ ପିଇବା ଦ୍ୱାରା ମୋଟା ହେବାର ସମ୍ଭାବନା କମ ହୋଇଥାଏ । ସକାଳେ ଦୁଗ୍ଧ ପିଇବା ଦ୍ୱାରା ଲଂଚ ସମୟରେ ଭୋକ କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More