ଗୋଆରେ ଛୁଟି ବିତାଉଛନ୍ତି ମିନୀଷା, ବ୍ଲାକ ବିକିନିରେ ଶେୟାର କଲେ ଫଟୋ ।
ବଲିଉଡ ଅଭିନେତ୍ରୀ ମିନୀଷା ଲାମ୍ବା ଏବେ ଗୋଆରେ ଛୁଟି ବିତାଉଛନ୍ତି । ସେହି ସମୟର ଫଟୋକୁ ମିନୀଷା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ କଳା ରଙ୍ଗର ସ୍ୱିମ ସୁଟରେ ଅଧିକ ହଟ ଲାଗୁଛନ୍ତି ମିନୀଷା । ଏହି ଫଟୋକୁ ଫ୍ୟାନ୍ସ ଖୁବ ପ୍ରଶଂସା କରୁଛନ୍ତି ।
କହିରଖୁଛୁଯେ ମିନୀଷା ୨୦୦୧୫ରେ ଫିଲ୍ମ ୟହାଁରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇପାରି ନଥିଲା । ଏହା ବ୍ୟତୀତ ମିନୀଷା ହନିମୁନ, ଟାଭେଲ, ବଚନା ଏ ହସିନୋ ଏବଂ ବେଲଡନ ଅବା ଭଳି ଫିଲ୍ମରେ ଅଭିନୟ କରିଛନ୍ତି ।\
ଫିଲ୍ମ ବ୍ୟତୀତ ମିନୀଷା ସଲମାନଙ୍କ ରିଆଲିଟି ଶୋ ବିଗବସରେ ମଧ୍ୟ ନଜର ଆସି ସାରିଛନ୍ତି ।
ଫିଲ୍ମରୁ ଏବେ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି ମିନୀଷା ।
ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥାନ୍ତି ।