Only for Entertainment

ଖରା ଦିନେ ଟ୍ରାଏ କରନ୍ତୁ ମିଣ୍ଟ ଲେମନ ଡ୍ରିଙ୍କ

Tasting Table
39

ସାମଗ୍ରୀ-
୧୦୦ ଗ୍ରାମ୍‌ ପୁଦିନା, ୭୦ ଗ୍ରାମ୍‌ ଚିନି, ୧ ଟି ଲେମ୍ବୁ, ଦରକାର ଅନୁସାରେ ବରଫ ଖଣ୍ଡ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଗ୍ରାଇଣ୍ଡର ଜାର୍‌ରେ ପୁଦିନା, ଲୁଣ, ଚିନି ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ୨ ମିନିଟ୍‌ ପାଇଁ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ସମସ୍ତ ସାମଗ୍ରୀ ଭଲ ଭାବେ ମିଶିଗଲା ପରେ ଗ୍ରାଇଣ୍ଡର ବନ୍ଦ କରନ୍ତୁ। ଏହି ମିଶ୍ରଣକୁ ଏକ କାଚ ଗ୍ଲାସ୍‌କୁ ବାହାର କରନ୍ତୁ। ଏଥିରେ ଲେମ୍ବୁ ଚିପୁଡ଼ି ବରଫ ଖଣ୍ଡ ମିଶାଇ ପିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More