Only for Entertainment

ଅଷ୍ଟ୍ରେଲିଆ ଫିଲ୍ମ ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାରଙ୍କ ମିଶନ ମଙ୍ଗଲ !

68

ଭାରତୀୟ ବଜାରରେ ଦମଦାର ଓପନିଙ୍ଗ କରିବା ପରେ ଏବେ ଅଷ୍ଟ୍ରେଲିଆ ଫିଲ୍ମ ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାରଙ୍କ ମିଶନ ମଙ୍ଗଲ । ଏଠାକାର ଦର୍ଶକଙ୍କୁ ଫିଲ୍ମ ବେଶ ପସନ୍ଦ ଆସିବା ସହ ବକ୍ସ ଅଫିସ କଲେକ୍ସନ ଖୁବ ଭଲ ରହିଛି । ପୂର୍ବରୁ ଅକ୍ଷୟଙ୍କ ଅଭୀନିତ ସମସ୍ତ ଫିଲ୍ମ ଠାରୁ ମିଶନ ମଙ୍ଗଲ ଅଷ୍ଟ୍ରେଲିଆରେ ସବୁଠୁ ଅଧିକ ବକ୍ସ ଅଫିସ କଲେକ୍ସନ କରିପାରିଛି । ଟ୍ରେଡ ଆନାଲିସିଶ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଅକ୍ଷୟଙ୍କ ସହ ଏହି ଫିଲ୍ମରେ ବିଦ୍ୟା ବାଲନ, ତାପସୀ ପନ୍ନୁଙ୍କୁ ପ୍ରମୁଖ ଭୁମିକାରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More