Only for Entertainment

ଡିପ୍ରେସନରୁ ଦୂରେଇ ରଖିଥାଏ ମୋମୋ ଏବଂ କାଠିରୋଲ ଭଳି ସ୍ନାକ୍ସ ।

हिंदी रेसिपी
21

ଚିନ୍ତା ଏକ ଗମ୍ଭୀର ରୋଗ ।ଯାହା ଦ୍ୱାରା ଶରୀର ଅସୁସ୍ଥ ହେବାର ସମ୍ଭାବନା ରହିଥାଏ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥିପାଇଁ ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବା ଉଚିତ ।ଆସନ୍ତୁ ଜାଣିବା କେଉଁ ସମସ୍ତ ଖାଦ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ ।

ମୋମୋଜକୁ ଖାଦ୍ୟ ମଧ୍ୟରେ ଅଧିକ ପସନ୍ଦ କରାଯାଏ । କାରଣ ଏଥିରେ ବ୍ୟବହାର ହେଉଥିବା ପତ୍ର କୋବି,ରସୁଣ,ଗାଜର,ପିଆଜ,ଟମାଟୋ ଏବଂ ଅଦା ସିଝିବା ଦ୍ୱାରା ଏହାର ପୋଷଣ ଅଧିକ ବଢିଯାଏ ।ଏହା ଦ୍ୱାରା ମସ୍ତିଷ୍କକୁ ଶକ୍ତି ମିଳିବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ ।ଏହା ଦ୍ୱାରା ଡିପ୍ରେସନ ଖୁବ ଅଧିକ ଦୂର ହୋଇଥାଏ ।

ସେହିଭଳି କାଠି ରୋଲରେ ବ୍ୟବହୃତ ହେଉଥିବା ଖାଦ୍ୟର ମଧ୍ୟ ଗୁଣ ସମାନ । ତାହାକୁ ଖାଇବା ଦ୍ୱାରା ଚିନ୍ତା ସମସ୍ୟା ଦୂର ହୋଇଥାଏ । ବିନ,ଗୁଆଁର ଏବଂ ଶିମ୍ବ ଆଦି ମଧ୍ୟ ଭଲ । ଏହା ସହିତ ପାଳଙ୍ଗ ଏବଂ କୋବି ମଧ୍ୟ ଶରୀର ପାଇଁ ଖୁବ ଭଲ ।
ପରିବା ବ୍ୟତୀତ ଫଳ ଏବଂ ନଟସ ମଧ୍ୟ ଡିପ୍ରେସନ ଦୂର କରିବାରେ ସାହାଯ୍ୟ କରିଥାଏ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More