Only for Entertainment

ରଣବୀର ସିଂଙ୍କ ଗୀତରେ ମୋନାଲିସାଙ୍କ ଡ୍ୟାନ୍ସ । ଭିଡ଼ିଓ ଭାଇରାଲ ।

aajtak
0 55

ଭୋଜପୁରୀ ଅଭିନେତ୍ରୀ ଏବଂ ବିଗବସ ୧୦ ପ୍ରତିଯୋଗୀ ମୋନାଲିସା ନିଜର ଏକ ଡ୍ୟାନ୍ସ ଭିଡ଼ିଓ ପାଇଁ ଚର୍ଚ୍ଚାରେ ଅଛନ୍ତି । ଭୋଜପୁରୀ ଫିଲ୍ମରେ ତାଙ୍କ ଡ୍ୟାନ୍ସ ଷ୍ଟେପକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ନିକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ଇଂଟରନେଟରେ ଭାଇରାଲ ହେଉଛି ଯେଉଁଥିରେ ସେ ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ।

ଭିଡ଼ିଓରେ ସେ ରଣବୀର ସିଂ ଏବଂ ଦୀପିକାଙ୍କ ଫିଲ୍ମ ‘ଗୋଲିୟାଁ କି ରାସଲୀଲା ରାମଲୀଲା’ର ଗୀତରେ ‘ଲହୁ ମୁହଁ ଲଗ ଗୟା’ରେ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି ।

 

Madness in between the shoot! #GettingReady #ShootMode #BTS #musical.ly

A post shared by MONALISA (@aslimonalisa) on

କିଛି ଦିନ ପୂର୍ବରୁ ମୋନାଲିସାଙ୍କର ଅନ୍ୟ ଏକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପ୍ରସିଦ୍ଧ ବଲିଉଡ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ଏବଂ ଗାୟକ ଆଦିତ୍ୟ ନାରାୟଣଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More