Only for Entertainment

ଅବିକଳ ମଣିଷ ଭଳି ଦେଖା ଯାଉଥିବା ମାଙ୍କଡ଼,ଆପଣ ମଧ୍ୟ ଧୋକା ଖାଇଯିବେ ।

punjab kesari
0 65

ଚୀନର ଏକ ଚିଡ଼ିଆଖାନାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଏକ ମାଙ୍କଡ଼ର,ଯାହାକୁ ଦେଖିବା ପରେ କେହି ମଧ୍ୟ ଧୋକା ପାଇପାରନ୍ତି ।

ମାଙ୍କଡ଼ଟିକୁ ଦେଖିଥିବା ଲୋକଙ୍କ କହିବା ଅନୁସାରେ ଏହା ମାଙ୍କଡ଼ ନୁହେଁ ବରଂ କେହି ମଣିଷ ଏଭଳି ବେଶ ହୋଇଛି । ଏହି ମାଙ୍କଡ଼ଟି ଲୋକମାନଙ୍କୁ ବିଭିନ୍ନ ଭଙ୍ଗୀ ମଧ୍ୟ ଦେଖାଉଛି,ଯାହାଦ୍ୱାରା ଏହା ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମାଙ୍କଡ଼କୁ ଦେଖିବା ପାଇଁ ଯାଉଛନ୍ତି ଏବଂ ଫଟୋ ମଧ୍ୟ ସେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More